Home ଭଲଖବର

ଭଲଖବର

ଭଲଖବର

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଛେଳି ଚାଷ ଅଭିଯାନ; ୯୫୦ ପରିବାର ପାଇଁ ନିରନ୍ତର ଜୀବିକା ହାସଲରେ ହେଉଛି ସହାୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୧୮ ପରଠାରୁ ଯୋଡ଼ାର ପଶୁପାଳନ ବିଭାଗ ସହଯୋଗିତାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗ୍ରାମାଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବାଣିଜ୍ୟିକ ଛେଳି ଚାଷର ପ୍ରସାର କରାଯାଉଛି । ଏହି ଅଭିଯାନ ତ୍ୱରିତ ଆୟ ଉତ୍ସ ପ୍ରଦାନ କରି...

ଦିଲ୍ଲୀରେ ଘର ଓ ଜମି କିଣିବା ଏବେ ହେବ ଶସ୍ତା, ସର୍କିଲ ହାର ୨୦ ପ୍ରତିଶତ ହ୍ରାସ କଲେ...

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାର ଆବାସୀୟ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ସର୍କିଲ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଦିଲ୍ଲୀ କ୍ୟାବିନେଟ୍‌ରେ ଏଥିଲାଗି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ...

କର୍ମଚାରୀଙ୍କୁ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍ ଦେବ HCL

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି । ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି...

ସୂର୍ଯ୍ୟମୁଖୀ ଚାଷ କରିଛି ସ୍ବାବଲମ୍ବୀ, ଉଦାହରଣ ପାଲଟିଛନ୍ତି ତାଡମେରୁ ଗାଁ ଚାଷୀ

କନ୍ଧମାଳ:ଚାଷୀ ମୁହଁରେ ହସ ଦେଇଛି ସୂର୍ଯ୍ୟମୁଖୀ । ସୂର୍ଯ୍ୟମୁଖୀ ଚାଷ ପ୍ରତି ଏବେ କନ୍ଧମାଳରେ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଖଜୁରୀପଡା ବ୍ଳକ୍ ତାଡମେରୁ ଗାଁର କନ୍ଧ ସମ୍ପ୍ରଦାୟର ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ଆର୍ଥିକ ଦୃଷ୍ଟିରୁ...

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌...

ଲିମକା ବୁକ ରେକର୍ଡରେ ପୁଣି ନାମ ଦରଜ କଲେ ପେପରମ୍ୟାନ୍ ଶଶାଙ୍କ

ଭୁବନେଶ୍ୱର: ଓଡ଼ିଶାର ପେପରମ୍ୟାନ ଭାବେ ପରିଚିତ ଶଶାଙ୍କ ଶେଖର ଦାସ ପୁଣି ଥରେ ‘ଲିମକା ବୁକ୍ ଅଫ ରେକର୍ଡ’ରେ ନିଜ ନାମ ଦରଜ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ସମ୍ପର୍କରେ ଲିମକା ରେକଡର଼୍ ସଂସ୍ଥା ପକ୍ଷରୁ ଇ-ମେଲ୍ ଯୋଗେ ଶଶାଙ୍କ...

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି...

ଗେଟ୍ ୨୦୨୦: ପାଟନା ଚାଷୀଙ୍କ ପୁଅ ହେଲେ ଜାତୀୟ ଟପ୍ପର

ପାଟନା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ର ଚତୁର୍ଥ ବର୍ଷର ବିଟେକ୍ ଛାତ୍ର ଅକ୍ଷୟ ରାୟ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ ଇଞ୍ଜିନିୟରିଂ (ଗେଟ) ପରୀକ୍ଷାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ଜାତୀୟ ଟପ୍ପର ହୋଇଛନ୍ତି । ଶୁକ୍ରବାର ଦିନ ଆଇଆଇଟି ଦିଲ୍ଲୀ ଘୋଷଣା...

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ ପ୍ରଶଂସା

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ...

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି...

ସାହିତ୍ୟ