Latest Odisha News

BREAKING NEWS

Browsing Category

ଲେଖକ

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…

[ଭିଡ଼ିଓ] ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ପିଲାବେଳରୁ ଲେଖା ଜୀବନୀ ଆରମ୍ଭ କରିଥିବା ବେଳେ ତାଙ୍କ ଦ୍ୱାରା ଅନେକ…

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ  

ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ ।…

ଅଭୟ ସିଂ, ଆରମ୍ଭ ଓ ଶେଷ ନଥିବା ଏକ ଉଦ୍ଭଟ କାହାଣୀର ନାୟକ

କିଏ ଏହି ଅଭୟ ସିଂ, ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଏତେ ପ୍ରବଳ ଚର୍ଚ୍ଚା? ତାଙ୍କ ମୃତ୍ୟୁ ପରେ ସେ ଯେମିତି ଅଧିକ ପାଣବନ୍ତ ଓ ପ୍ରତିଷ୍ଠିତ ହୋଇ ପଡିଛନ୍ତି!! ତାଙ୍କୁ ନେଇ ଅନେକ ମତ, ଅନେକ ଚର୍ଚ୍ଚା ଓ ଅନେକ ଗପ। ତେବେ ଅସଲ ଅଭୟ ସିଂଙ୍କୁ ଜାଣିଥିବା ଲୋକ, ଗୋଟିଏ କଥା ଜାଣେ ଯେ, ତାଙ୍କୁ…

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । 'ଅଗ୍ନିସ୍ନାନ', 'କେଉଁ ନଦୀ ମୁହାଣରେ',…

ଅତିବଡି ପୁରସ୍କାର : ସାଧାରଣ ଜୀବନର ଅସାଧାରଣ କଥାକାର ରାମଚନ୍ଦ୍ର ବେହେରା

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଘୋଷଣା କରିବା ସାହିତ୍ୟ ଜଗତ ପାଇଁ ହୁଏତ ଏକ ବଡ ଖବର, ହେଲେ ଏ ଖବର ମୋ ଲାଗି ଖୁବ ଉତ୍ସାହଜନକ ନୁହେଁ।ବରଂ ଏ ପୁରସ୍କାର ତାଙ୍କୁ ଏତେ ଡେରିରେ କେମିତି ମିଳିଲା, ତାହା ହିଁ ଖବର ହେବା ଉଚିତ।  ୨୦୦୫…

ଫକୀର ମୋହନ ସେନାପତି ; ଗତକାଲି, ଆଜି ଓ ଆସନ୍ତାକାଲି

“ଛ ମାଣ ଆଠ ଗୁଣ୍ଠ” ଧୋଇ ମରୁଡି କାହିଁରେ ନଷ୍ଟ ହେବନାହିଁ”- ୟେ ଥିଲା ୧୯୧୮ ମସିହାରେ ଫକୀର ମୋହନ ସେନାପତିଙ୍କ ମୃତ୍ୟୁ ପରେ “ସତ୍ୟବାଦୀ” ପତ୍ରିକା-ଏପ୍ରିଲ-ଜୁନ ସଂଖ୍ୟାରେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶୋକ ଆଲେଖ୍ୟର ଶେଷ ଧାଡି। ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା…

“ସିଦ୍ଧାନ୍ତ ଦର୍ପଣ”ର ସିଦ୍ଧ ଋଷି ଓ ଓଡିଶାର ସର୍ବଶ୍ରେଷ୍ଠ “ଦେଶୀ” ବୈଜ୍ଞାନିକ ପଠାଣି ସାମନ୍ତ

୧୮୯୭ ମସିହା ନଭେମ୍ବର ମାସରେ ଯେତେବେଳେ ରେଭେନ୍ସା କଲେଜର ତତ୍କାଳୀନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ପଠାଣି ସାମନ୍ତଙ୍କ “ସିଦ୍ଧାନ୍ତ ଦର୍ପଣ” ପାଇଁ ମୁଖବନ୍ଧର ଶେଷ ପାରାଗ୍ରାଫ ଲେଖୁଛନ୍ତି, ସେତେବେଳେ ତାଙ୍କ ମନରେ ଏକ ପ୍ରଚଣ୍ଡ ବିଷାଦଭାବ ଆସୁଛି। ପଠାଣି ସାମନ୍ତ,…

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…