ରମା ଦେବୀ

ରମା ଦେବୀ (୧୮୯୯-୧୯୮୫) କ୍ଷେତ୍ର: ସମାଜସେବା (ସ୍ୱାଧୀନତା ସଂଗ୍ରାମ) ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ...

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ଦେହାନ୍ତ

କଟକ: ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କର ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ...

ଭାରତର ବୁଲବୁଲ୍ ସରୋଜିନୀ ନାଇଡ଼ୁଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଅକୁହା ଜୀବନୀ କଥା

ଭୁବନେଶ୍ୱର: ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ସରୋଜିନୀ ନାଇଡୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ । ସେ...

ମହାରାଷ୍ଟ୍ରର ମଦରଟେରିସା, ନିଜ ପୁରା ଜୀବନ ଅନାଥ ପିଲାଙ୍କ ପାଇଁ ସମର୍ପି ଦେଇଛନ୍ତି ସିନ୍ଧୁତାଇ

ପୁନେ: କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ ଯିଏ କୋଳେଇ ନେଇପାରେ, ଭୋକରେ ଡହଳ ବିକଳ ହେଉଥିବା ପିଲା ମୁହଁରେ ଯିଏ ଦି ମୁଠା ଦାନା ଦେଇପାରେ, ୟା ଠୁ ମହାନ କାମ ଆଉ କ’ଣ ହୋଇପାରେ । ଅନ୍ୟର ଦୁଃଖ...

ତୁଳସୀ ମୁଣ୍ଡା

ତୁଳସୀ ମୁଣ୍ଡା (୧୯୪୭) କ୍ଷେତ୍ର: ସମାଜସେବା (ଆଦିବାସୀ ଶିକ୍ଷା ଓ ନିଶାମୁକ୍ତି) ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓଡ଼ିଶାର ଜଣେ ଆଗଧାଡ଼ିର ସମାଜସେବୀ । ୧୯୪୭ ମସିହା...

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ ଅନ୍ନପୂର୍ଣ୍ଣା...

ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଗରିବ ଓ ଅସହାୟଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଏକ ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେ ଏକ ବଡ ଦାୟିତ୍ୱ ନେବାକୁ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ...

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ...

ସାହିତ୍ୟ