Home ଦେଶ ବିଦେଶ କର୍ଣ୍ଣାଟକ

କର୍ଣ୍ଣାଟକ

Karnataka

ଆତ୍ମହତ୍ୟା କଲେ ମହିଳା ସିଆଇଡି ଅଫିସର

ବେଙ୍ଗାଳୁରୁ: ହତ୍ୟା, ଆତ୍ମହତ୍ୟା, ଅପରାଧ କିମ୍ବା ଯେ କୌଣସି ସମ୍ବେଦନଶୀଳ ବେଆଇନ କାର୍ଯ୍ୟକଳାପର ଛାନ୍‌ଭିନ୍ କରିଥାନ୍ତି ସିଆଇଡି ଅଫିସର । ହେଲେ ସେହି ସିଆଇଡି ଅଫିସର ଯଦି ଆତ୍ମହତ୍ୟା କରନ୍ତି । ତେବେ ଆପଣ ଏହାକୁ କେମିତି ଗ୍ରହଣ କରିବେ ? ବୁଧବାର ରାତିରେ...

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ...

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର...

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ ଖଣ୍ଡନ...
E Palaniswami to Be AIADMK’s CM Candidate

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ...

ପେଶାରେ ସଫ୍ଟୱେୟାର ଇଂଜିନିଅର, ନିଶାରେ ଲୁଟେରା !

କର୍ଣ୍ଣାଟକ: ପ୍ରାୟ ୭୦ଟି ଲୁଟ୍ ମାମଲାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ତା ବିରୋଧରେ ଦାୟର ହୋଇଥିଲା ଏକାଧିକ ମାମଲା । ବହୁଦିନ ଧରି ପୋଲିସ ଆଖିିରେ ଧୂଳିଦେଇ ଚଲାଇଥିଲା ଲୁଟ୍‌ତରାଜ । ହେଲେ ଶେଷରେ...

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

ବେଙ୍ଗାଲୁରୁ: କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳେ ବିଧାୟକ  ୬୬...

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ...

୩ ମାସର ଛୁଆ ବିକିଲା, ମୋବାଇଲ ଓ ଗାଡି କିଣିଲା !

କର୍ଣ୍ଣାଟକ: ନିଜ ସଉକ ପୂରଣ କରିବା ପାଇଁ ଆପଣ କଣ କରିବେ । ଚାକିରୀ କରିବେ, ବେପାର କରିବେ, ଚୋରି କରିବେ ନା ଧାର କରଜ ଟଙ୍କାରେ ମଉଜ ମସ୍ତି କରି ଲୁଚିବୁଲିବେ । ହେଲେ କେବେ ଆପଣଙ୍କ ନଜରକୁ ଆସିଛି ଯେ,...

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି...

ସାହିତ୍ୟ