Home ଦେଶ ବିଦେଶ କର୍ଣ୍ଣାଟକ

କର୍ଣ୍ଣାଟକ

Karnataka

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କରୋନା ପଜିଟିଭ୍‌

ବେଙ୍ଗାଳୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୟା । । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ ସୂଚନା...

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

ବେଙ୍ଗାଲୁରୁ: କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳେ ବିଧାୟକ  ୬୬...

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ...

[ଭାଇରାଲ୍ ଭିଡିଓ] ହିନ୍ଦୁ ମନ୍ଦିରକୁ ରକ୍ଷା କଲେ ମୁସଲମାନ ସମ୍ପ୍ରଦାୟ !

ବେଙ୍ଗାଳୁରୁ: ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗା କାହିଁ କେଉଁ କାଳରୁ ଚାଲିଆସିଛି । କେତେବେଳେ ରାଜନୀତିକୁ ନେଇ ତ କେତେବେଳେ କିଛି ସ୍ୱାର୍ଥୀ ଲୋକଙ୍କ ମାନସିକତା ପାଇଁ ବଳିପଡିଛି ଭାଇଚାରା । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି...

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A...

ଶିଶୁଙ୍କୁ ଗ୍ରାସୁଛି ମହାମାରୀ,୪୦ ହଜାର ପିଲା ସଂକ୍ରମିତ

ଦିଲ୍ଲୀ :କରୋନା କାଳରେ ଏବେ ଶିଶୁଙ୍କୁ ଗ୍ରାସୁଛି ମହାମାରୀ । ଜଣକ ପରେ ଜଣେ ଶିଶୁ ଆକ୍ରାନ୍ତ ହେଉଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ସବୁଠୁ ଅଧିକ । ୯ବର୍ଷ ପର୍ଯ୍ୟନ୍ତ ୪୦ ହଜାର ପିଲା ସଂକ୍ରମିତ ହୋଇଛନ୍ତି । ଦିନକୁ ଦିନ...

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର...

ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ଫେବୃୟାରୀ ୬ରେ ହୋଇପାରେ

ବାଙ୍ଗାଲୋର : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଫେବୃୟାରୀ ୬ରେ ହେବ ବୋଲି ଜଣାଯାଇଛି । ଏଥିରେ ୧୩ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏ ନେଇ ସିଧାସଳଖ କିଛି କହି ନ...

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

କର୍ଣ୍ଣାଟକ: ବୟସ ୧୦୩ । ପରିଚୟ ଏଚ୍‌.ଏସ୍ ଦୋରସ୍ୱାମୀ । ଦିନେ ଏହି ଗାନ୍ଧିବାଦୀ ଦେଶର ସ୍ୱାଧିନତା ପାଇଁ ସଂଗ୍ରାମ କରିଥିଲେ । ତେବେ ଗତକାଲି ଏହି ସ୍ୱାଧିନତା ସଂଗ୍ରାମୀ କରୋନା ସହ ଲଢି ବିଜୟୀ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇ ଦୋରସ୍ୱାମୀ...

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି...

ସାହିତ୍ୟ