କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି...

[ଭାଇରାଲ୍ ଭିଡିଓ] ହିନ୍ଦୁ ମନ୍ଦିରକୁ ରକ୍ଷା କଲେ ମୁସଲମାନ ସମ୍ପ୍ରଦାୟ !

ବେଙ୍ଗାଳୁରୁ: ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗା କାହିଁ କେଉଁ କାଳରୁ ଚାଲିଆସିଛି । କେତେବେଳେ ରାଜନୀତିକୁ ନେଇ ତ କେତେବେଳେ କିଛି ସ୍ୱାର୍ଥୀ ଲୋକଙ୍କ ମାନସିକତା ପାଇଁ ବଳିପଡିଛି ଭାଇଚାରା । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି...

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କରୋନା ପଜିଟିଭ୍‌

ବେଙ୍ଗାଳୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୟା । । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ ସୂଚନା...

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ...

ଗାଡି ସାମ୍ନାକୁ ଆସିବାରୁ ରାଗରେ ସାପକୁ କାମୁଡି ଖଣ୍ଡ ଖଣ୍ଡ କଲେ ଯୁବକ

କୋଲାର: ରାସ୍ତାରେ ଗାଡି ଚଲାଇ ଯାଉଥିଲେ ମଦ୍ୟପ ଯୁବକ । ହଠାତ୍ ଚକା ତଳକୁ ଆସିଗଲା ଏକ ସାପ । ପିତ ଚଢିଗଲା ଯୁବକଙ୍କ ମୁଣ୍ଡକୁ । ଗାଡି ଅଟକାଇ ସାପକୁ ଦୁଇ ହାତରେ ଧରିଲେ । ରାଗରେ ଦାନ୍ତରେ ସାପର ମୁଣ୍ଡକୁ...

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ...

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ...

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A...

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା । ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ...

ସରକାର ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବା ଖବର ଏକ ଗୁଜବ, ସତ୍ୟତା ନାହିଁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଗୁଜବ ଓ ମିଥ୍ୟା ଖବର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ସରକାରଙ୍କ ପକ୍ଷରୁ ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା...

ସାହିତ୍ୟ