ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା ।...

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ...
3,000 Kg Apples Displayed At Ahmedabad Temple

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର ଆକାରରେ...

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ...

ଗୁଜୁରାଟ ମନ୍ତ୍ରୀ, କଂଗ୍ରେସ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ ପୁରସ୍କାର’

ଗାନ୍ଧୀନଗର: ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିନ ଚୁଡାସାମାଙ୍କୁ ୨୦୨୦ ପାଇଁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମୋହନସିନ୍ହ ରଥଭା ୨୦୧୯ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର...

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ...

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ...

ଡାକ୍ତରଙ୍କୁ ବିରୋଧ କରି କାହିଁକି ଜୀବନ ହାରିଲେ ନାବାଳିକା ?

ଗୁଜରାଟ: ପରିବାରରେ କାହାର ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ଡାକ୍ତରଙ୍କ ଉପରେ ଆମେ ନିର୍ଭର କରୁ । ହେଲେ ଯଦି ଡାକ୍ତରଙ୍କ ପରାମର୍ଶକୁ ଏଡେଇ ଆମେ ଆତ୍ମହତ୍ୟା କରିବା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ? ସୁରଟରେ ଡାକ୍ତରଙ୍କ ପରାମର୍ଶକୁ ବିରୋଧ...

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି ।   View this...

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି...

ସାହିତ୍ୟ