Home ଦେଶ ବିଦେଶ

ଦେଶ ବିଦେଶ

କରୋନା କଟକଣାରେ ସାବିତ୍ରୀ ବ୍ରତ, ଦେବାଳୟ ଖାଁ ଖାଁ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଏବର୍ଷ କରୋନା ଦାଉ ସାଧିଛି । ମନ୍ଦିର ପରିବେଶ ଫାଙ୍କା ଫାଙ୍କା । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ । କାଁ ଭାଁ କେଉଁଠି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି...

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା...

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍...

ପଶ୍ଚିମବଙ୍ଗରେ ଜେ. ପି. ନଡ୍ଡା ଓ ବିଜେପି ନେତାଙ୍କ ଗାଡ଼ି ଉପରେ ପଥର ମାଡ଼

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ । ତାଙ୍କ ସହ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବର ଅଭିମୁଖେ ଯାଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ...

ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି । TDP MPs of Rajya Sabha-...

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଲା ଚୀନ, ତାଇୱାନ କଥାରେ ମୁଣ୍ଡ ପୂରାଇଲେ ଧ୍ୱଂସ କରିଦେବୁ

ବେଜିଂ: ଚୀନ ଆଜି ତାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଇଛି । ଜାପାନ ଯଦି ତାଇୱାନ କଥାରେ ସୀମା ଉଲ୍ଲଂଘନ କରେ ତାହାହେଲେ ବିପଦକୁ ନିମନ୍ତ୍ରଣ କରିବ । ଆମେ ଚାହିଁଲେ ଜାପାନକୁ ଧ୍ୱଂସ କରିଦେବୁ ବୋଲି ଚୀନ...

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କାଡକୁ ଫେରିଲେ ରୋହିତ, ଡେବ୍ୟୁ କରିବେ ନଭଦୀପ ସାଇନି

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ । ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା କରିଛି ପ୍ଲେଇଂ ଇଲେଭେନ୍ । ଚୁଡ଼ାନ୍ତ ଏକାଦଶକୁ ଫେରିଲେ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଦଳରେ ସାମିଲ...

ଦୁଇ ଦିନ ପରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫...

କରୋନା ମୁକାବିଲା; ସାଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ

ନୂଆଦିଲ୍ଲୀ: ରାଜ୍ୟକୁ ଫେରୁଥିବା ବା ବାଟରେ ଅଟକିଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ...

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍...

ସାହିତ୍ୟ