Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

“କଂଗ୍ରେସ ସରକାରରେ ରଥଯାତ୍ରା ବେଳେ ଗୁଜୁରାଟ ଲୋକଙ୍କ ଭିତରେ ଦଙ୍ଗା ଭୟ ଥିଲା”

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ରଥ ଯାତ୍ରା ପାର୍ବଣ ସମୟରେ କଂଗ୍ରେସକୁ ସାଂଘାତିକ ସମାଲୋଚନା କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୁଜୁରାଟରେ ରଥଯାତ୍ରା ବେଳେ ଲୋକେ ଦଙ୍ଗା ଭୟରେ ରହୁଥିଲେ । କୌଣସି ମୁହୂର୍ତ୍ତରେ ଦଙ୍ଗା ହେବାର ଭୟ ଲୋକଙ୍କ ଭିତରେ ରହୁଥିଲା ।…

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ…

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିଜେ ଏକ ସାକ୍ଷାତକାରରେ ଦେଲେ ସୂଚନା

ଅହମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ, ଖୁବଶୀଘ୍ର ବିଜେପିରେ ଯୋଗଦେବେ । ହାର୍ଦ୍ଦିକଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ। ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଆସନ୍ତା 3-4 ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ପଦ୍ମ ପୋଖରୀରେ…

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି । ଫଟୋଟି ଗୁଜରାଟରୁ ଆସିଛି…

[ଭିଡିଓ] ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର: ବିଳାସମୟ ଯାତ୍ରୀବାହୀ ବସରେ ହଠାତ୍ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ୍ । ସେହି ବସରେ ଥିବା ଜଣେ ମହିଳା ଜୀଅନ୍ତା ଜଳିଯାଇଥିଲେ । ଅନ୍ୟପଟେ ଜଣେ ପୁରୁଷ ବ୍ୟକ୍ତି ଗଭୀର ଭାବେ ଆହତ ହୋଇଥିବା ସୂଚନା ରହିଛି । ଗତକାଲି ଗୁଜରାଟର ସୁରଟ୍ ସହରରେ ଏପରି ହୃଦୟ ବିଦାରକ…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

ସୁରତ ମିଲରେ ଗ୍ୟାସ ଲିକ୍, ୬ଜଣଙ୍କ ମୃତ୍ୟୁ ଓ ୨୦ ଆହତ

ସୁରଟ: ଗୁଜୁରାଟ ସୁରତରୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ସୁରତର ଏକ କମ୍ପାନୀରେ ଗ୍ୟାସ ଲିକ୍ ହେବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୦ଜଣରୁ ଅଧିକ ଆହତ ଅବସ୍ଥାରେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ସହରର ସଚିନ୍ ଜିଆଇଡ଼ିସି ଅଞ୍ଚଳରେ ଘଟିଛି ବୋଲି ସୂଚନା…

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା । ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା…

୨୦୦ ବର୍ଷ ତଳର ଅଭିଶାପ, ପୁରୁଷ ଧାରଣ କରନ୍ତି ମହିଳାଙ୍କ ବେଶ

ଓଡିଶା ସମ୍ବାଦ ବ୍ୟୁରୋ: ଗରବା ନାଚ । ଖାସ କରି ଗୁଜରାଟରେ ନବରାତ୍ରୀ ପାଳନ ସମୟରେ ଏହି ନାଚ ସାମ୍ନାକୁ ଆସିଥାଏ । ୯ଦିନ ପର୍ଯ୍ୟନ୍ତ ଗୁଜରାଟର ଲୋକେ ଗରବା ନାଚରେ ମସଗୁଲ ଥାଆନ୍ତି । ହେଲେ ନବରାତ୍ରୀର ଅଷ୍ଟମ ଦିନରେ ପୁରୁଣା ସହର ଅହମଦାବାଦରେ ପୁରୁଷ ଲୋକେ ଶାଢୀ ପିନ୍ଧି ଗରବା କରିବାରେ…

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍…