Latest Odisha News

BREAKING NEWS

Browsing Category

ଝାଡ଼ଖଣ୍ଡ

Jharkhand

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର…

ପୁଣି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୩ୟ ଥର ଲାଗି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଉଡି ଡାକରା । ଅର୍ଥ ହେରଫେର ମାମଲାରେ ୩ୟ ଥର ଲାଗି ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୯ ତାରିଖରେ ତଦନ୍ତ ଲାଗି ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଅର୍ଥ…

ଅର୍ଥ ହେରଫେର ମାମଲାରେ ଗିରଫ ହେଲେ IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ । ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ତାଙ୍କୁ…

[ଦେଖନ୍ତୁ ଭିଡିଓ] ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଗୁରୁତର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ  ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ଫଳରେ ପ୍ଲାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ଆଇଏଏସଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ନଗଦ ୧୯ କୋଟି

ରାଞ୍ଚି: ମନରେଗା ଘୋଟଲା ମାମଲାରେ ଆଇଏଏସ ପୂଜା ସିଙ୍ଘଲଙ୍କ ସମ୍ପତ୍ତି ଓ ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ଶୁକ୍ରବାର ଇଡି ଏହି ରେଡ୍ କରି ପାଖାପାଖି ୧୯ କୋଟି ଟଙ୍କା ନଗଦ ଜବତ କରିଛି । ଇଡି ମେସିନ ଲଗାଇ ଜବତ ଟଙ୍କା ଗଣିଛି। ଆଇଏଏସ ଅଫିସର ଜଣଙ୍କ ଏବେ ଝାଡଖଣ୍ଡର ଖଣି ସଚିବ…

ସଙ୍କଟରେ ସୋରେନ ସରକାର: ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ, ଅଯୋଗ୍ୟ ଘୋଷିତ ହେବେ ହେମନ୍ତ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାର ଏବେ ବଡ ଅଡୁଆରେ ପଡିଛନ୍ତି । ଅଫିସ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଗୁରୁବାର ଝାଡଖଣ୍ଡ ରାଜ୍ୟପାଳ ରମେଶ ବେଶ ଗୃହମନ୍ତ୍ରୀ…

କେବୁଲ କାର ଦୁର୍ଘଟଣା ଘଟଣା , ଉଦ୍ଧାର କାର୍ଯ୍ୟ ଶେଷ , ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଦେଓଘର : ଝାଡଖଣ୍ଡ ଦେଓଘର  ତ୍ରିକୁଟ ପାହାଡ ଉପରେ କେବୁଲ କାର ଦୁର୍ଘଟଣା କାଯ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୪୬ ଘଣ୍ଟା ଅପରେସନ ପରେ ୪୭ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଗମ ପାହାଡ ଇଲାକା ଥିବା ହେତୁ ସେନା କର୍ମଚାରୀ ହେଲିକପ୍ଟର…

[ଦେଖନ୍ତୁ ଭିଡିଓ] ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣା, କ୍ୟମେରାରେ କଏଦ୍ ଲାଇଭ୍ ଡେଥ୍

ଭୁବନେଶ୍ୱର: କିଛି କ୍ଷଣର ଖୁସୀ ସାଜିଥିଲା ମରଣଯନ୍ତା । ବଂଚିବାର ଆଶା ପାଲଟିଥିଲା ଆତଙ୍କ । ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣାରେ ଦିନ ତମାମ ଜାରି ରହିଥିଲା ଜବୀନ ମୃତ୍ୟୁର ଖେଳ । ହେଲିକପ୍ଟର୍ ଜରିଆରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ବି କ୍ୟାମେରାରେ କଏଦ ହୋଇଥିଲା ମୃତ୍ୟୁର ତାଣ୍ଡବଲିଳା ।…

ଝାଡଖଣ୍ଡରେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ , ୨ ମୃତ ,ଫସିଲେ ୪୮ରୁ ଉର୍ଦ୍ଧ୍ବ

ଝାଡଖଣ୍ଡ : ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ । ରୋପୱେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ୫୦ରୁ ଲୋକ ଫସି ରହିଥିବା ସୂଚନା ମିଳିଛି ।ଆଇଟିବିପି ଓ ଏନଡିଆରଏଫ୍ ଯବାନ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଫସି…

ଲାଲୁ ଯାଦବଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାରର ର୍ପୂବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ବିରୋଧରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଝାରଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ମିଲିଥିଲା ଜାମିନ ।…