Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା, ୧୪୪ ଧାରା ଲାଗୁ , ସ୍କୁଲ କଲେଜ ଛୁଟି

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ 'କନ୍ନଡ ଓକୁଟା' ବ୍ୟାନରରେ କର୍ଣ୍ଣାଟକ ବନ୍ଦ…

ଉଡନ୍ତା ବିମାନରେ ହେଲା ହାର୍ଟ ସର୍ଜରୀ, ଦେବଦୂତ ସାଜିଲେ ଡାକ୍ତର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ମନୁଷ୍ୟ ପାଇଁ ଦ୍ଵିତୀୟ ଭଗବାନ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ମନୁଷ୍ୟକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ…

DRDOର ଡ୍ରୋନ କ୍ରାସ୍, ଟ୍ରାଏଲ ସମୟରେ ହେଲା କ୍ରାସ

କର୍ଣ୍ଣାଟକ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆରଡିଓର ଜଣେ ଅଧିକାରୀ…

ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ…

ବେଙ୍ଗାଲୁରୁ ବନ୍ୟା ବିଭୀଷିକା ପରେ ହରଲୁର ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ: ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକାରେ ଅନେକ କ୍ଷତି ସହିଛି ବେଙ୍ଗାଲୁରୁ। କମିଗଲା ବନ୍ୟା ପାଣି, ହେଲେ ଆଜିବି ଲୋକଙ୍କ ମନରୁ ଲିଭିନି ସେହି ଭୟାନକ ଦୃଶ୍ୟ। ଏବେ ମଧ୍ୟ ସହରବାସୀ ବହୁତ ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ଏହାରି ଭିତରେ ବେଙ୍ଗାଲୁରୁର ବେଲାନ୍ଦର ଅଞ୍ଚଳରୁ ଏକ ଖବର…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ । ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ବେଙ୍ଗାଲୁରୁ :କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି  ।  ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା…

[ଭିଡିଓ] ସ୍କୁଲ୍ ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କ ହିଜାବ୍ ଖୋଲାଗଲା

କର୍ଣ୍ଣାଟକ: ଆଜି କର୍ଣ୍ଣାଟକର ଏକ ସରକାରୀ ସ୍କୁଲର ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କୁ ହିଜାବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍କୁଲ ପରିସର ଭିତରକୁ ଛାତ୍ରୀମାନେ ପଶିବା ପୂର୍ବରୁ ତାଙ୍କୁ ହିଜାବ ଖୋଲିବା ପାଇଁ କୁହାଯାଇଥିଲା । ସୂଚନାଥାଉକି, ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା…

ମିଳିଲାନି ଲୋନ୍‌, ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

ଭୁବନେଶ୍ୱର: ଅନେକ ସମୟରେ ଆମେ ହେଉ ଅବା ଅନ୍ୟ କେହି, ମାନସିକତାରେ ଆସିଥାଏ ଅପ୍ରତ୍ୟଶିତ ପରିବର୍ତ୍ତନ । ସେହି କ୍ଷଣରେ କିଛି ଗୋଟିଏ ଅନିୟନ୍ତ୍ରିତ ଘଟଣା ନିଶ୍ଚିତ ଭାବେ ସାମ୍ନାକୁ ଆସିଥାଏ । ଯେମିତି କି ଜଣେ ବ୍ୟକ୍ତି ଲୋନ୍ ପାଇଁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ରାଗ ଶୁଝାଇବାକୁ ଯାଇ…