Home ଦେଶ ବିଦେଶ ମହାରାଷ୍ଟ୍ର

ମହାରାଷ୍ଟ୍ର

ଆରମ୍ଭ ପୂର୍ବରୁ ସୋ’ ଛାଡିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: କମିକ୍ ସିରିଜ "ଭାବିଜୀ ଘର୍ ପର୍ ହୈ"ର ପପୁଲାର ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ତା ଛଡା ବିଗ୍‌ବସ୍ ବିଜେତା ଭାବେ ମଧ୍ୟ ଶିଳ୍ପାଙ୍କୁ ଅନେକ ଲୋକ ଜାଣନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ଏକ ନୂଆ ସୋ'ରୁ...

ମହାରାଷ୍ଟ୍ରରେ ବ୍ୟାପିଲା ମାରାତ୍ମକ କଙ୍ଗୋ ଜ୍ୱର!!

ପାଲଘର: ମହାରାଷ୍ଟ୍ରରେ କଙ୍ଗୋ ଜ୍ୱରର ସମ୍ଭାବ୍ୟ ବିସ୍ତାର ବିରୁଦ୍ଧରେ ପାଲଘର ପ୍ରଶାସନ ମଙ୍ଗଳବାର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଛି। କ୍ରିମିନ କଙ୍ଗୋ ହେମୋରେଜିକ୍ ଜ୍ୱର (CCHF), ସାଧାରଣତଃ କଙ୍ଗୋ ଜ୍ୱର ଭାବରେ ଜଣାଶୁଣା,ଯାହା ଟିକ୍ ପୋକ ମାଧ୍ୟମରେ ମଣିଷଦେହରେ ବ୍ୟାପିଥାଏ । କୋଭିଡ-୧୯ ଆରମ୍ଭ ହେବା...

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର...

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ...

୪୪୨.୦୨ ପଏଣ୍ଟ ଅଭିବୃଦ୍ଧି ସହ ଖୋଲିଲା ସେନସେକ୍ସ: ସେୟାର ବଜାରରେ ଉତ୍ସାହ

ମୁମ୍ବାଇ: ଆଜି ସକାଳୁ ସେୟାର ବଜାର ଭଲ ଆରମ୍ଭ ହୋଇଛି । ୪୪୨.୦୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଛି । ଏହାସହ ସେନସେକ୍ସ ୫୧,୭୨୧.୫୪ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟି ୧୨୪.୩୦ ପଏଣ୍ଟ ବୃଦ୍ଧି ପାଇ ଖୋଲି ୧୫୨୯୯ ଅଙ୍କ...

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର...

ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର...

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି...

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ...

ବଢ଼ିଲା ଅମିତାଭ ବଚ୍ଚନଙ୍କ ବଙ୍ଗଳାର ସୁରକ୍ଷା, ମୁତୟନ ହେଲେ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ଶନିବାର କଡ଼ାକଡ଼ି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ ପ୍ରହରା ବ୍ୟବସ୍ଥା ମଧ୍ୟ ହୋଇଛି । ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ବୟାନ...

ସାହିତ୍ୟ