Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ବିବେକଙ୍କ ସହ ଅଭିନୟ କରିବେ ଅର୍ବାଜ, ରାଜି ହେବେ ତ ସଲମାନ୍ ?

ମୁମ୍ବାଇ: ଆଗକୁ ଆସୁଛି ବିବେକ ଓବରେୟଙ୍କ ବଲିଉଡ ମୁଭି ରୋଜି - ଦ ସାଫ୍ରୋନ୍ ଚ୍ୟାପ୍ଟର । ଏହି ଫିଲ୍ମ ଜରିଆରେ ଟିଭି ଅଭିନେତ୍ରୀ ସ୍ୱେତା ତିୱାରୀଙ୍କ ଲାଡ୍‌ଲି ପଲକ ବଲିଉଡରେ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ବଲିଉଡରେ ପଲକଙ୍କ ଡେବ୍ୟୁ କରିବା ନେଇ ଚର୍ଚ୍ଚାରେ ନାହିଁ । ବରଂ ଏଥିରେ…

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ…

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ସମାଲୋଚନାର ଶିକାର ହେଲେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା !

ମୁମ୍ବାଇ: ଜୁନ୍ ୧୪ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚମକାଇଦେଇଥିଲା । ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନିଶ୍ଚିତତା ଘେରରେ ରହିଛି । ଅନ୍ୟପଟେ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଥର ଅଙ୍କିତା ଲୋଖଣ୍ଡେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ହେଲେ ନିକଟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ମହାରାଷ୍ଟ୍ରରେ ପୁଣି ହେବ ଲକଡାଉନ୍ ! ଉପମୁଖ୍ୟମନ୍ତ୍ରୀ କହିଲେ ୮-୧୦ ଦିନ ଭିତରେ ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ବି ଦୈନିକ ୫ରୁ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶନିବାର ୫ ହଜାର ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କରୋନାର ସେକେଣ୍ଡ ୱେଭ ଆସିବା ଅନୁମାନ କରାଯାଉଛି । ମହାରାଷ୍ଟ୍ର…