Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ  ଦାବି କରିଛନ୍ତି ଫଡନାବୀସ ।  ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ।  ଫଡନାବୀସଙ୍କ ସହିତ କିଛି ସ୍ବାଧୀନ…

କହ୍ନେୟାଲାଲ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ : ଅଶୋକ ଗେହଲୋଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ଜଣେ ସିଲେଇ ଦୋକାନୀଙ୍କ ମୁଣ୍ଡକାଟ ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତାଙ୍କ ସରକାର ଏପରି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବ ବୋଲି ସେ କହିଛନ୍ତି ।…

ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ ମାଜିଦକୁ ପାକିସ୍ତାନ କୋର୍ଟର ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ପାକିସ୍ତାନ କୋର୍ଟରୁ ମିଳିଛି ଦଣ୍ଡାଦେଶ । ୨୦୦୮ ମସିହା ତାଜ ହୋଟେଲ ଆକ୍ରମଣରେ ସାମିଲ ଥିବା ସାଜିଦ ମାଜିଦ ମୀରକୁ ଗତ ମେ ମାସରେ ଗୁଜରନୱାଲା କୋର୍ଟ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ମୀର, ମୁମ୍ବାଇ ଆକ୍ରମଣରେ…

ରିଲିଆନ୍ସ ଜିଓ ବୋର୍ଡରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା, ଜାଣନ୍ତୁ କାରଣ…

ମୁମ୍ବାଇ: ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ । ଏବେ ବୋର୍ଡର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ…

ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ଧବଙ୍କ ପ୍ରୟାସ, କଲେ ଭାବପୂର୍ଣ୍ଣ ନିବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ଲାଗି ଆଉ ଏକ ପ୍ରୟାସ କରିଛନ୍ତି । ଜାରି କରିଛନ୍ତି ଏକ ଭାବ ପ୍ରବଣ ଭିଡିଓ । ଯେଉଁଥିରେ ଉଦ୍ଧବ ଠାକରେ କହିଛନ୍ତି, ଆଲୋଚନା ମାଧ୍ୟମରେ ହୋଇ ପାରିବ ସମାଧାନ । ସେଥିପାଇଁ କେବଳ…

[ଦେଖନ୍ତୁ ଭିଡିଓ] ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

ଦିଲ୍ଲୀ :ହୁତ୍ ହୁତ୍ ହୋଇ ଜଳିଯାଉଛି ସପିଂ ମଲ୍। ରକେଟ ମାଡରେ ମଲ ଜଳୁଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଥମୁନି ଋଷର ରାଗ। ଏଯାଏ ଜୋରଦାର ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ହେଲେ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି ଋଷ। ପୁଣି ଥରେ ଏକ ମଲ୍ ଉପରକୁ ରକଟେ ମାଡ କରି ଆତଙ୍କ…

G7 ରେ ଯୋଗ ଦେଇ ଆବୁଧାବି ଗଲେ ପ୍ରଧାନମନ୍ତ୍ରୀ

ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ  ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି । ସମ୍ମିଳନୀରେ  ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ  ମୋଦି । ମୋଦି ଲେଖିଛନ୍ତି  ମ୍ୟୁନିଚରେ…

G7 ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ପ୍ରସଙ୍ଗରେ ମତ ରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଅନୁଷ୍ଠିତ G7 ସମ୍ମିଳନୀରେ ଷ୍ଟ୍ରଙ୍ଗର ଟୁଗେଦର ମେସେଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହା ସହ ଜି-7 ନେତାଙ୍କୁ  ଖାଦ୍ୟ ନିରାପତ୍ତାକୁ ସମାଧାନ କରିବା ଏବଂ ଲିଙ୍ଗଗତ ସମାନତାକୁ ଆଗକୁ ବଢ଼ାଇବା  ଉପରେ ଅଧିବେଶନରେ ବକ୍ତବ୍ୟ ରଖିଛନ୍ତି ।…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା…

ରାମ ଗୋପାଳ ବର୍ମା ଯିବେ ଜେଲ?

ଲକ୍ଷ୍ନୈା:  ,ରାଷ୍ଟ୍ରପତି ପ୍ରାର୍ଥୀ  ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ କରିଥିବା ଚଳଚ୍ଚିତ୍ର ନିର୍ଦେଶକ ରାମ ଗୋପାଳ ବର୍ମାଙ୍କୁ ୟୁପି ପୋଲିସ ଗିରଫ କରିପାରେ । ତାଙ୍କ ନାମରେ ମାମଲା ଦାଖଲ ହୋଇଛି ।  ପାଣ୍ଡବ, ଏବଂ କୈାରବଙ୍କ ସହ ମୁର୍ମୁଙ୍କୁ ଜୋଡି  ବିବାଦୀୟ ଟୁଇଟ୍‌…