Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

- ଦେବଦତ୍ତ ରଥ ଦିଲ୍ଲୀ  : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା। …

ଅଗ୍ନିପଥ ନିଆଁ’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ତଥା ହିଂସାକାଣ୍ଡର ରୂପ ନେଉଛି।ଧନ, ଜୀବନ କ୍ଷତି ଘଟୁଛି ।  ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । କାଇମେର, ଭୋଜପୁର,…

୧୦୦ତମ ଜନ୍ମଦିନରେ ମା’ଙ୍କୁ ପୂଜାକଲେ  ମୋଦୀ 

ଅହମଦାବାଦ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ…

ଆପଣ ହୋଇପାରିବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ନୂଆଦିଲ୍ଲୀ: ଏବେ ଅଗ୍ନିବୀରଙ୍କୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ଚାଲିଛି । ତେବେ ଆପଣ ଯଦି ଅଗ୍ନିବୀର ହୋଇ ନିଜର ଶାରୀରିକ, ମାନସିକ, ବୈାଦ୍ଧିକ ବିକାଶ ସହ ଦେଶସେବା କରିବାକୁ ଚାହୁଁଛନ୍ତି ତେବେ ଡେରି କାହିଁକି? । ଅଗ୍ନିବୀର ପାଇଁ କସରତ ଆରମ୍ଭ କରିଦିଅନ୍ତୁ କାରଣ ଆସନ୍ତା 24…

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଯାଉ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଜଣେ ଏକାଧିକ ଆସନରେ ନିର୍ବାଚନ ନଲଢ଼ିବା ଦରକାର । ଏ ଦିଗରେ ଥିବା ନିୟୋମରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏପରି ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିର୍ବାଚନ କମିଶନ । ଯଦି ସରକାର ଏହି ପ୍ରସ୍ତାବ ଉପରେ ରାଜି ନୁହନ୍ତି ତାହେଲେ ଯେଉଁପ୍ରାର୍ଥୀ ମାନେ…

‘ଅଗ୍ନିପଥ’ ଯୋଜନାର ଭାଗ୍ୟ କୃଷି ଆଇନ ଭଳି ହେବ କି?

ନୂଆଦିଲ୍ଲୀ: ସେନା ନିଯୁକ୍ତିର ନୂଆ ଯୋଜନା ଅଗ୍ନିପଥକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିହାରରୁ ଆରମ୍ଭ ହୋଇଥିବା ଅଗ୍ନିପଥ ନିଆଁ ଏବେ ରାଜ୍ୟକୁ ରାଜ୍ୟ ଡେଇଁ ଓଡ଼ିଶାରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରତିବାଦକାରୀ ବିଭିନ୍ନ ସ୍ଥାନରେ…

ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ବଳବତ୍ତର ରଖିଲା ଏଫଏଟିଏଫ

ବର୍ଲିନ: ଜର୍ମୀନୀର ରାଜଧାନୀ ବର୍ଲିନରେ ହୋଇଥିବା ସମୀକ୍ଷା ବୈଠକ ପରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ଏବେ ତରବରିଆ ଭାବେ ନହଟାଇବାକୁ ନିଷ୍ପତ୍ତି ନେଇଛି। ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି…

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ…

[ଦେଖନ୍ତୁ ଭିଡିଓ] ‘ଅଗ୍ନିପଥ’କୁ ନେଇ ତେଜୁଛି ବିରୋଧ, ଜାଣନ୍ତୁ ୫ଟି ବିନ୍ଦୁରେ ବିବାଦର କାରଣ…

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ବ୍ୟାପିବାରେ ଲାଗିଛି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ବିରୋଧ ବେଳେ ହିଂସା ଦେଖିବାକୁ ମିଳିଛି । ତେବେ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ବିରୋଧ କଣ ପାଇଁ…

ବିରୋଧ ଭିତରେ ସେନାର ବଡ଼ ଘୋଷଣା, ଆସନ୍ତା ଶୁକ୍ରବାର ଠାରୁ ‘ଅଗ୍ନିପଥ’ ଯୋଜନାରେ ଆରମ୍ଭ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଜାରି ରହିଛି । ବିରୋଧ ଭିତରେ ସ୍ଥଳ ସେନା ପ୍ରମୁଖ ଜେନରାଲ୍ ମନୋଜ ପାଣ୍ଡେ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ୨୦୨୨ ‘ଅଗ୍ନିପଥ’ ଯୋଜନା ଅନୁସାରେ, ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି…