Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ ଆରମ୍ଭ କଲା କି ଇରାନ ଉପରେ ଆକ୍ରମଣ !

ତେହେରାନ: ଇରାନ ଓ ଇସ୍ରାଏଲ ଏବେ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଏହି ଯୁଦ୍ଧର ବିଗୁଲ ଫୁଙ୍କି ସାରିଛି । ତେବେ ଆମେରିକାର ଏକ ପ୍ରତିଷ୍ଠିତ ମିଡିଆ ରିପୋର୍ଟ ଅନୁସାରେ ଇରାନର ଏକ ବିମାନବନ୍ଦର ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିଛି । ତେବେ ଏହି ଖବରର ସତ୍ୟତା ଏ…

୬୭ ବର୍ଷ ରେ ପାଦ ରଖିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କ ଆଜି ଜନ୍ମଦିନ । ମୁକେଶ ଅମ୍ବାନୀ ୬୭ ବର୍ଷ ରେ ପର୍ଦାପଣ କରିଛନ୍ତି । ୧୯୫୭ ଏପ୍ରିଲ ୧୯ ରେ ଜନ୍ମଗ୍ରହଣ କରିଥିଲେ ମୁକେଶ ଅମ୍ବାନୀ  । ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ମୁକେଶ ପିତା ଙ୍କର…

ମୋଟର ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସିଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତଥା ଅଖିଳ ଭାରତୀୟ ଏନଆର କଂଗ୍ରେସ ପ୍ରତିଷ୍ଠାତା ଏନ୍ ରଙ୍ଗାସାମି ନିଜ ସାଧାସିଧା ଜୀବନଶୈଳୀ ପାଇଁ ବେଶ ଜଣାଶୁଣା। ଶୁକ୍ରବାର ସେ ତାଙ୍କ ମୋଟର ସାଇକେଲ ୟାମାହା ଆରଏକ୍ସ ୧୦୦ ଚଢି ମତଦାନ କେନ୍ଦ୍ରକୁ ଆସିଥିଲେ। ସକାଳ ପ୍ରାୟ ୮ଟା ୪୫ ରେ ସେ ଭୋଟ୍…

ଭୋଟ ପୂର୍ବରୁ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଘର ସାମ୍ନାରୁ ମିଳିଲା ବୋମା

କୋଲକାତା: ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବଙ୍ଗଳାର କୁଚବିହାର ଜିଲ୍ଲାର ଦିନହାଟା ଅଞ୍ଚଳରେ ଜଣେ ବିଜେପି କର୍ମୀଙ୍କ ଘର ସାମ୍ନାରୁ ବୋମା ଜବତ କରାଯାଇଛି । ସେପଟେ ଚାନ୍ଦମାରି ଅଞ୍ଚଳରେ ଜଣେ ବିଜେପି ବୁଥ ସଭାପତି ଲାବ ସରକାରଙ୍କୁ ଆକ୍ରମଣ ହୋଇଥିବା…

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ…

ବିବାହ ପରେ ଶାଶୁ ଘରକୁ ନଯାଇ ଭୋଟ ଦେବାକୁ ପହଞ୍ଚିଲେ ନବ ଦମ୍ପତି, ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଆସିଲା ଏପରି ଦୃଶ୍ୟ

ଭୋପାଲ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇଛି । ଏମପିର ୨୯ଟି ଲୋକସଭା ଆସନରୁ ବାଲାଘାଟ ସଂସଦୀୟ କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବାଲାଘାଟ ସଂସଦୀୟ କ୍ଷେତ୍ରର ସମସ୍ତ ୨୩୨୨ ମତଦାନ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଛି…

ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ, କହିଲେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି । ତେବେ ଗଣତନ୍ତ୍ରର ଏହି ମହାନପର୍ବ ଅବସରରେ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ…

ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ, ୧୦୨ ଆସନରେ ହେଉଛି ମତଦାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି…

ଆପ ବିଧାୟକ ଅମାନତୁଲ୍ଲାହ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣଙ୍କ ପରେ ଜଣେ ନେତା ଗିରଫ ହେବାରେ ଲାଗିଛନ୍ତି । ଯାହାକୁ ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଧାୟକ ଅମାନତୁଲ୍ଲାହଙ୍କୁ ଗୁରୁବାର ଇଡି ଗିରଫ କରିଛି । ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବାରୁ ଇଡି ଏହି…

‘କେଜ୍ରିଓ୍ବାଲଙ୍କୁ ମାରିଦେବାକୁ ଷଡଯନ୍ତ୍ର କରୁଛି ବିଜେପି’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ମଧ୍ୟରେ ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି ଦାବି କରିଛି ଯେ, ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯଦ୍ବାରା ତାଙ୍କ ସୁଗାର…