Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୩ ୟୁପିଏସସି ରେଜଲ୍ଟ ପ୍ରକାଶ, ଦ୍ଵିତୀୟ ସ୍ଥାନରେ ଓଡିଶା ଛାତ୍ର ଅନିମେଶ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ ୨୦୨୩ । ଆପଣ ୟୁପିଏସସି ୱେବସାଇଟ୍ upsc.gov.in କୁ ଯାଇ ରେଜଲ୍ଟ ପାଇପାରିବେ । ରିପୋର୍ଟ ଅନୁସାରେ, ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନରେ ଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡି. ଅନନ୍ୟା ରେଡ୍ଡି ତୃତୀୟ…

ଶିକ୍ଷା ମନ୍ତ୍ରାଳୟର ନୂଆ ଯୋଜନା, ବୋର୍ଡ ପରୀକ୍ଷାରେ ଫେଲ୍ ହେଲେ ଅଧାରେ ଅଟକିବନି ପଠପଢା

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଯଦି ସେମାନେ ପରୀକ୍ଷାରେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ଆଡମିଶନ ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟ ଶିକ୍ଷାର୍ଥୀଙ୍କ ପରି…

୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଭ୍ରାମାତ୍ମକ ବିଜ୍ଞାପନ ମାମଲାରେ ରାମଦେବ ବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଜି ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ପୁଣି ଥରେ କ୍ଷମା ମାଗିଛନ୍ତି । କିନ୍ତୁ ଆପଣ ଆମକୁ କ୍ଷମା ନ…

ଆଉ ମାଗଣା ଚଲାଇପାରିବେ ନାହିଁ ଏକ୍ସ, ଏଲୋନ୍ ମସ୍କ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ମାଗଣାରେ ଏକ୍ସ ଆକାଉଣ୍ଟ ଚଲାଉଥିବା ବ୍ୟବହାରକାରୀଙ୍କ ପାଇଁ ମସ୍କ କଲେ ବଡ ଘୋଷଣା । ଆଉ ମାଗଣା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ଏଣିକି ଆକାଉଣ୍ଟ ଖୋଲିବାକୁ ଦେବାକୁ ପଡିବ ଟଙ୍କା ।ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ…

ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା, ୪ ମୃତ୍ୟୁ

ଶ୍ରୀନଗର: ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଦୁର୍ଘଟଣାରେ ଅନକେ ଲୋକ ନିଖୋଜ ଥିବା ବେଳେ ୪ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଉଦ୍ଧାରକାରି ଦଳ । ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ…

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନରୁ ଓହରିଲେ କିରଣ

ମୁମ୍ବାଇ: ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା କିରଣ ଖେର ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ସେ ପଞ୍ଜାବର ଶାସକ ବିଜେପିର ଅନ୍ୟତମ ଶକ୍ତିଶାଳୀ ତଥା ପ୍ରିୟ ନେତା ଅଟନ୍ତି ଏବଂ ଚଣ୍ଡିଗଡ଼ ନିର୍ବାଚନମଣ୍ଡଳୀରୁ ଗତ ଦୁଇଟି ଲୋକସଭା ନିର୍ବାଚନରେ ବହୁ…

ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣା, ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ ସଫଳତା । ଏହି ଘଟଣାର ୨ ଅଭିଯୁକ୍ତକୁ ଗୁଜୁରାଟରରୁ ଗିରଫ କରିଛି ମୁମ୍ବାଇର କ୍ରାଇମବ୍ରାଞ୍ଚ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର…

ଅବକାରୀ ଦୁର୍ନୀତି ମାମଲା: ଗୋଆ ନିର୍ବାଚନରେ ଆପର ପାଣ୍ଠି ପରିଚାଳନା କରୁଥିବା ଚନପ୍ରୀତ ଗିରଫ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆପର ପ୍ରଚାର ପାଇଁ ନଗଦ ପାଣ୍ଠି ପରିଚାଳନା କରିଥିବା ଅଭିଯୋଗରେ ଚନପ୍ରୀତ ସିଂହଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଏପ୍ରିଲ ୧୨ ତାରିଖରେ ଚନପ୍ରୀତ ସିଂହଙ୍କୁ…

ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଏକ ସଫଳତାର କାହାଣୀ। ଦୁଇ ମାସ ତଳେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ ବୋଲି ଦର୍ଶାଇ ଏହାକୁ ରଦ୍ଦ କରିଥିଲେ। ଏଏନଆଇକୁ…

କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ, ଯାହା କରୁଛି ବିକଶିତ ଭାରତ ପାଇଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ଦେଶ ପାଇଁ ବଡ଼ ଯୋଜନା ରହିଛି ବୋଲି କହିବା ପରେ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ନିଜ ମନ୍ତବ୍ୟ କୁ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ କାହାକୁ ଭୟଭୀତ…