Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରୟ ନିଖୋଜ!

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପି ଛାଡି ନିଜ ପୂର୍ବ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ସୋମବାର ବିଳମ୍ବିତ ସନ୍ଧ୍ୟାରୁ ନିଖୋଜ ରହିଛନ୍ତି। ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଏହି ସୂଚନା ଦେଇଛନ୍ତି। ସେ ଦାବି…

ଉଦ୍ଧବଙ୍କୁ ଭେଟିଲେ ଭେନୁଗୋପାଳ, ଏକାଠି ଗଣତନ୍ତ୍ରକୁ ‘ବଞ୍ଚାଇବା’ର ଦେଲେ ପ୍ରତିଶ୍ରୁତି

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୪। ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଆହ୍ବାନମୂଳକ ରହିବ ଏହି ବର୍ଷ। କାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ସଭା ସମିତି ହେଉଥିବା ବେଳେ ଘନ ଘନ ବୈଠକ ମଧ୍ୟ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଅତିକର ହତ୍ୟାକାରୀ କେମିତି ପାଇଲେ ତୁର୍କୀ ନିର୍ମିତ ବନ୍ଧୁକ?

ଲକ୍ଷ୍ନୌ: ଅତିକ ଅହମ୍ମଦ ଏବଂ ତା ଭାଇ ଅଶରଫକୁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପଚରାଉଚରା ବେଳେ ଉଭୟ ମାଫିଆ ବ୍ରଦର୍ସଙ୍କ ଉପରକୁ ଗୁଳି ଚଳାଇଥିବା ତିନି ଆକ୍ରମଣକାରୀଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ପଚରାଉଚରା ବେଳେ ଆକ୍ରମଣକାରୀମାନେ କହିଥିଲେ ଯେ କାନପୁରର ଜଣେ ଇତିହାସ ଲେଖକ…

୧୯ ଦିନ ନ ଶୋଇ ରେକର୍ଡ଼ କଲେ ବ୍ୟକ୍ତି, ପରେ ଗିନିଜ ବୁକ୍ ଏପରି ରେକର୍ଡ଼କୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିଦେଲେ

ନ୍ୟୁୟର୍କ: ଜଣଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍ ବୋଲି ଡ଼ାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ଜଣେ ବ୍ୟକ୍ତି ୪୫୩ ଘଣ୍ଟା ୪୦ ମିନିଟ୍ ଅର୍ଥାତ୍ ପ୍ରାୟ ୧୯ ଦିନ ନ ଶୋଇ ବିଶ୍ୱ ରେକର୍ଡ଼ କରିଥିଲେ । ଏହି ସଫଳତା ଏତେ ବିପଜ୍ଜନକ ଥିଲା ଯେ, ଗିନିଜ ବୁକ୍‌ର କର୍ମକର୍ତ୍ତା ଏଭଳି ଅବାଞ୍ଚିତ…

କାରିଗରଙ୍କ ଅପୂର୍ବ କଳାକୃତି: ପାଣି ଉପରେ ଫୁଲରେ ସଜ୍ଜିତ ହୋଇଛି ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି

ଦୁନିଆରେ କୁଶଳୀ କାରିଗରଙ୍କ ଅଭାବ ନାହିଁ । ସେମାନଙ୍କର ଏପରି କଳାକୃତି ଦେଖିବାକୁ ମିଳେ, ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଆଗ୍ରହର କଳାକୃତିକୁ ନେଇ ବିଭୋର । ଏବେ ସୋସିଆଲ ମିଡିଆରେ ଏହିପରି ଏକ କଳାର ଏକ ଭିଡିଓ ସେୟାର…

ଉଚ୍ଚତା ପାର୍ଥକ୍ୟ ଦମ୍ପତିଙ୍କୁ କଲା ଚର୍ଚ୍ଚିତ

ବ୍ରିଟେନ: ପ୍ରଥମେ ପ୍ରେମ, ପରେ ବିବାହ । ଆଉ ପରେ ଗିନିଜ୍ ବୁକ୍ ଅଫ୍ ୱାଲଡ଼୍ ରେକର୍ଡ଼ସରେ ରହି ଚର୍ଚ୍ଚାରେ । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ଆମେ ଆପଣଙ୍କୁ ଏମିତି ଏକ ଦମ୍ପତିଙ୍କ ବିଷୟରେ କହୁଛୁ, ଯିଏ ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଯୋଡ଼ି ହେଲେ ବ୍ରିଟେନର ଜେମ୍ସ ଓ…

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ…

ଗୁଜରାଟ ପୂର୍ବତନ ଆପ ମୁଖ୍ୟ ଗୋପାଳ ଇଟାଲିଆ ଗିରଫ କରିଥିଲା ପୁଲିସ, ମିଳିଲା ଜାମିନ

ଗାନ୍ଧୀନଗର: ଗୁଜରାଟ ମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟ ପୂର୍ବତନ ଆମ୍ ଆଦ୍‌ମୀ ପାର୍ଟି ମୁଖ୍ୟା ଗୋପାଳ ଇଟାଲିଆ ଗିରଫ। ସୁରଟ ପୁଲିସ ଗୋପାଳଙ୍କୁ ଗିରଫ କରି କ୍ରାଇମ ବ୍ରାଞ୍ଚ ଅଫିସ୍ ନେଇଥିଲା। ତେବେ ଗିରଫର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ…

ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟ ଘୁଂଚିଲା

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟକୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି । ସୋମବାର ସନ୍ଧ୍ୟା ୬ଟା ୫୦ରେ ଏହାକୁ ଲଂଚ କରାଯାଇଥାନ୍ତା । ପ୍ରେସର ଭାଲଭ ଫ୍ରିଜ ହେବା କାରଣରୁ ଏହି ଅସୁବିଧା ସୃଷ୍ଟି ହୋଇଛି । ରକେଟକୁ ରିସେଟ କରିବା ପାଇଁ ଅତି କମରେ ୪୮…