Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋ ଜନ୍ମଦିନରେ ଗୀତ ଗାଉଥିଲେ କେଜ୍ରିୱାଲ ଓ ସିସୋଦିଆ: ସୁକେଶ

ନୂଆଦିଲ୍ଲୀ: ୨୦୦କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଆଜି ପୁଣି ଏକ ଚିଠି ଲେଖିଛି । ଏହି ଚିଠିରେ ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ ନେତା ମନୀଷ ସିସୋଦିଆ ଓ ସୈତ୍ୟନ୍ଦ୍ର ଜୈନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ସବୁ ଆଣିଛି । ସୁକେଶ ଚିଠିରେ…

୪୦ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ; ଯାଞ୍ଚ ପରେ ଘରୁ ମିଳିଲା ୬ କୋଟିର କ୍ୟାସ

ବେଙ୍ଗାଲୁର: ସାରୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ବିଜେପି ବିଧାୟକଙ୍କ ପୁଅ ଲାଞ୍ଚ ନେବାବେଳେ ଧରାପଡିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଥିଲା । ଲାଞ୍ଚ କାରବାରର ଚେର ଖୋଜୁ ଖୋଜୁ ତାଙ୍କ ଘରୁ ବାହାରିଲା ୬ କୋଟିର ନଗଦ କ୍ୟାସ । ଏମିତି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦାବଣଗେରେ…

ବାଜିଲା ଡିଜେ, ବେଦୀରେ ଟଳିପଡିଲେ ବର: ମନା କରୁଥିଲେ କେହି ଶୁଣିଲେନି

ପାଟନା: ଡିଜେ ବଜାଇବାକୁ ବାରମ୍ବାର ମନା କରୁଥିଲେ ବର । କିନ୍ତୁ କେହି ଶୁଣିଲେନି । ଶେଷରେ ବେଦୀରେ ଟଳିପଡିଲେ ବର । ବିହାରର ସୀତାମଢି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି । ମାର୍ଚ୍ଚ ୨ରେ ଏହି ଘଟଣା ଘଟିଛି ଓ ମୃତ୍ୟୁ ପଛରେ ଡିଜେ ହିଁ ମୁଖ୍ୟ କାରଣ ବୋଲି…

ତିନି ‘ଏସ’ ଖେଳ କରିଦେଲେ, ଉତ୍ତରପୂର୍ବରେ କଂଗ୍ରେସ ନିରାଶ ହେବା ପରେ ଜୟରାମଙ୍କ ଆରୋପ

ନୂଆଦିଲ୍ଲୀ: ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି | ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବାବେଳେ ମେଘାଳୟରେ ବିଜେପି ନ୍ୟାସନାଲ ପିପୁଲସ ପାର୍ଟିକୁ ସମର୍ଥନ ଦେଇଛି । ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟରେ କଂଗ୍ରେସର ଶୋଚନୀୟ…

ସ୍ତ୍ରୀଙ୍କ ମୋବାଇଲ ନିଶା: ସ୍ୱାମୀ ପଛେ ଯାଉ, ସ୍ମାର୍ଟଫୋନ ମୋର ଥାଉ

ଗାଜିଆବାଦ: ସ୍ୱାମୀ ପଛେ ନଥାନ୍ତୁ, ମୋବାଇଲ ମୋର ଥାଉ । ପରିବାର ପରାମର୍ଶ କେନ୍ଦ୍ରରେ ମୋବାଇଲ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାକୁ ନେଇ ଫ୍ୟାମିଲି କାଉନସିଲର ଝାଳନାଳ ହେଲେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ । ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ…

ଆମ ସୀମାରେ ୟୁକ୍ରେନ ସେନା ପଶି ଆଖିବୁଜା ଗୁଳିବର୍ଷା କରିଛନ୍ତି: ପୁଟିନ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସେନା ଆମ ସୀମା ଭିତକୁ ପଶି ଆସି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଛନ୍ତି । ପୁଟିନ କହିଛନ୍ତି ଯେ ୟୁକ୍ରେନର ସୈନ୍ୟବାହିନୀର ଏକ ଟିମ…

ପଶ୍ଚିମବଙ୍ଗରେ ଛୋଟ ପିଲାଙ୍କ ଜୀବନ ନେଉଛି ଏଡିନୋ ଭାଇରସ!

କୋଲକାତା: ପଶ୍ଚିମବଙ୍ଗରେ ଏଡିନୋ ଭାଇରସ ବିପଦ ବଢିବାରେ ଲାଗିଛି। ଶ୍ୱାସକ୍ରିୟାରେ ସଂକ୍ରମଣ ହେତୁ ଅନେକ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଡିନୋ ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବିଷୟରେ କହିଛନ୍ତି। ପିଲାମାନଙ୍କୁ ଘରେ…

୨୦୨୪ରେ ଏକାକୀ ନିର୍ବାଚନ ଲଢ଼ିବ ଟିଏମସି: ମମତା

କୋଲକାତା: ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମେଣ୍ଟରେ ଯୋଗ ଦେବ ନାହିଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଚିଏମସି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ଏହା ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ୧ରେ ଚେନ୍ନାଇରେ ଡିଏମକେର ଏକ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…

ଟ୍ରେନରେ ବିଦେଶୀ ଯୁବତୀଙ୍କୁ ଅସଦାଚରଣ, ଆରପିଏଫ କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଅଗରତାଲା ଯାଉଥିବା ରାଜଧାନୀ ତେଜସ୍ ଏକ୍ସପ୍ରେସରେ ଜଣେ ବିଦେଶୀ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗରେ ଜଣେ ଆରପିଏଫ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅଭିଯୋଗ ହୋଇଛି ଯେ ଆରପିଏଫ କନଷ୍ଟେବଳ ଯୁବତୀ ଜଣଙ୍କ ଶୌଚାଳୟରୁ ବାହାରିବା ସମୟରେ ବଳ…

ପୂର୍ବୋତ୍ତରରେ ବଢୁଛି ବିଜେପି ଏବଂ ଆଞ୍ଚଳିକ ଦଳ, ନିରାଶ ହେଲା କଂଗ୍ରେସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୂର୍ବୋତ୍ତରର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ତିନୋଟି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ମେଘାଳୟରେ ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତୃତାଧୀନ…