Latest Odisha News
Browsing Category

ପଞ୍ଜାବ

Punjab

୪ ଲକ୍ଷ ଟଙ୍କା ବିନିମୟରେ ମେଟ୍ରୋ ଷ୍ଟେସନ କାନ୍ଥରେ ଲେଖିଲେ ଦେଶ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ବେଆଇନ ଘୋଷିତ ଶିଖ୍‌ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥରେ ନିନ୍ଦନୀୟ ବାର୍ତ୍ତା ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ମେଟ୍ରୋ…

ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଞ୍ଜାବ: ଦେଶର ଅନେକାଂଶରେ ଜାରି ଲଗାଣ ବାର୍ଷା । ସେପଟେ ଭୀଷଣ ବନ୍ୟାରେ ପଞ୍ଜାବର ସ୍ଥିତି ବେହାଲ ହୋଇଛି । ଚାରିଆଡେ କେବଳ ପାଣି ହିଁ ପାଣି । ତଳିଆ ଅଞ୍ଚଳ ସହ ସହରର ରାଜପଥରେ ଚାଲିଛି ଆଣ୍ଠୁଏ ଲେଖାଏଁ ପାଣି । ଆଉ ଏପରି ପରିସ୍ଥିତିରେ ମାନବିକତା ଦେଖାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…

ସାମାନ୍ୟ ଭୁଲ ପାଇଁ ଏହି ଟ୍ରେନର ମାଲିକ ହୋଇଗଲେ ଜଣେ ଚାଷୀ!

ଚଣ୍ଡୀଗଡ଼: ଭାରତରେ ଚାଲୁଥିବା ଟ୍ରେନର ମାଲିକାନା ରେଳ ମନ୍ତ୍ରାଳୟ ହାତରେ ରହିଛି | କିନ୍ତୁ ରେଳ ମନ୍ତ୍ରାଳୟ ବା ରେଳବାଇର ଏକ ସାମାନ୍ୟ ଭୁଲ ପାଇଁ ଗୋଟିଏ ଟ୍ରେନର ମାଲିକାନା ଜଣେ କୃଷକଙ୍କ ହାତରେ ରହିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହି ଟ୍ରେନର ନାମ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଅଭିଯୋଗ, ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଶକ୍ତ ଅବସ୍ଥାରେ ଫ୍ଲାଇଟରେ ଚଢ଼ିବା ଘଟଣାକୁ ନେଇ ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ। ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ଏକ ଫ୍ଲାଇଟ ଯୋଗେ ଫେରୁଥିଲେ। ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା। କାରଣ ସେ ମଦ୍ୟପାନ କରୁଥିବା…

୬୦ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ କଲେ ୮ ଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଭାବନୀୟ କାଣ୍ଡ। ଏଠାରେ ଜଣେ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ସ୍ନାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଯେଉଁଥିପାଇଁ ଗତକାଲି ବିଳମ୍ବିତ ରାତିରେ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା…

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ‘ଘରେ ଘରେ ରାସନ’ ଯୋଜନା ସ୍ଥଗିତ

ଚଣ୍ଡିଗଡ଼: ପୁଣି ପଞ୍ଜାବ ସରକାରଙ୍କୁ ଝଟକା। 'ଘରେ ଘରେ ରାସନ' ଯୋଜନାକୁ ସ୍ଥଗିତ ରଖିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ପଞ୍ଜାବ ସରକାରଙ୍କ ଦ୍ୱାରା ରାସନର ହୋମ ଡେଲିଭିରି ଯୋଜନାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପହିଲା ଅକ୍ଟୋବରରୁ ଘରେ ଘରେ ରାସନ ବିତରଣ କରିବାର ଯୋଜନା…

ସିଦ୍ଧୁ ମୁସେୱାଲା ହତ୍ୟା: ଫ୍ୟାନ୍ ସହ ସେଲ୍ଫି ନେବା କାଳ ହେଲା

ଭୁବନେଶ୍ୱର: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିଛି ପଞ୍ଜାବ ପୋଲିସ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ୟାନ୍ କହି ସେଲ୍ଫି ନେଇଥିବା ଯୁବକ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମଙ୍ଗଳବାର ପଞ୍ଜାବ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଗିରଫ ହେଲା ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍

ଭୁବନେଶ୍ୱର: ସାରା ଦେଶରେ ଚହଳ ଖେଳାଇଛି ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଖବର । ନିକଟରେ ପଂଜାବ ପୋଲିସକୁ ମିଳିଛି ଆଂଶିକ ସଫଳତା । ଜାଲରେ ପଡିଛି ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍ । ସନ୍ଦୀପ ଓରଫ…

ସିନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାଜ୍ୟ ପିସିସି ସଭାପତି

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ନିର୍ବାଚନ ହାରିବା ପରେ ତାଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାଜ୍ୟରେ କଂଗ୍ରେସର ଅବ୍ୟବସ୍ଥା ନେଇ ଆଲୋକପାତ…

ଜେଲ୍ ନିର୍ଯାତନାର କେନ୍ଦ୍ର ନହେଉ: ମାନ୍

ଚଣ୍ଡିଗଡ଼:  ଜେଲ ଗୁଡିକ ନିର୍ଯାତନାର କେନ୍ଦ୍ର ହେବା ଉଚିତ ନୁହେଁ । କଏଦୀଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦେବା ଜେଲ୍ ଅଧିକାରୀଙ୍କ ପ୍ରଥମ ପ୍ରାଥମିକତା ହେବା ଉଚିତ।ଏଥିସହ କଏଦୀମାନଙ୍କୁ କିଭଳି ମୁଖ୍ୟସ୍ରୋତରେ ଆଣିହେବ ତାହା ମୂଳଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ସଂସ୍କାର ଆଣିବା ଦରକାର।…