Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ସ୍ବାମୀ ସାଜିଲା ସୈତାନ୍: ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଲେ ସ୍ବାମୀ ଓ ଶାଶୁଘର ଲୋକେ, ଭିଡିଓ ଭାଇରାଲ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ପ୍ରସ୍ତୁତ ହେଲା ବିଶ୍ବର ସବୁଠୁ ବଡ ଓ ଛୋଟ ରାକ୍ଷୀ, ଲମ୍ବ ପ୍ରାୟ ୧୦୦୦ଫୁଟ ଓ ଏକ ମିଲି ମିଟର

ଭୋପାଲ: ଭାଇ-ଭଉଣୀ ମଧ୍ୟରେ ସ୍ନେହ ପ୍ରେମ ଶ୍ରଦ୍ଧାର ପବିତ୍ର ପର୍ବ ହେଉଛି ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ଆସିଲେ ବଜାରଘାଟରେ ଭିନ୍ନ ଭିନ୍ନ ପ୍ରକାର ଆକର୍ଷଣୀୟ ମନଲୋଭା ରାକ୍ଷୀର ପସରା ମେଲେ । ଚଳିତ ବର୍ଷ ମଧ୍ୟ ସେଭଳି ଆକର୍ଷଣୀୟ ରାକ୍ଷୀ ସହିତ କିଛି ଆଚମ୍ବିତ କଲାଭଳି ରାକ୍ଷୀ ଦେଖିବାକୁ…

କୋଟାରେ ଜୀବନ ହାରିଲେ ଆଉ ୨ ଛାତ୍ର

ଜୟପୁର: ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଆତ୍ମହତ୍ୟା ଜନିତ ଖବର । କୋଟାରେ NEET କୋଚିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା…

ଏକା ସାଙ୍ଗରେ ୪ ସନ୍ତାନକୁ ଜନ୍ମ ଦେଲେ ମହିଳା: ସାମ୍ନାକୁ ଆସିଲା ଏପରି ଆଶ୍ଚର୍ଯ୍ୟଜନକ ଘଟଣା

ଜୟପୁର: ଆପଣମାନେ ଯମଜ ଶିଶୁ ଜନ୍ମ କଥା ଶୁଣିଥିବେ । ପ୍ରାୟତଃ କ୍ଷେତ୍ରରେ ମହିଳାମାନେ ୨ଟି ଶିଶୁ ଜନ୍ମ କରିଥିବା ଆମେ ଜାଣିଛୁ । କିନ୍ତୁ କେବେ ଆପଣ ଏକାସାଙ୍ଗରେ ୪ଟି ଶିଶୁ ଜନ୍ମ ହୋଇଥିବା କଥା ଶୁଣିଛନ୍ତି କି? ଏବେ ଆପଣଙ୍କୁ ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏହା ସତ୍ୟ । ଜଣେ…

ଦିନକୁ ତିନିଥର ରଙ୍ଗ ବଦଳାଇଥାଏ ଏହି ଶିବଲିଙ୍ଗ, ଜାଣନ୍ତୁ ଏହି ମନ୍ଦିର ବିଷୟରେ…

ରାଜସ୍ଥାନ: ଆମ ହିନ୍ଦୁ ଧର୍ମରେ ଥିବା ହଜାର ହଜାର ଶିବ ମନ୍ଦିର ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ। ଏହି ମନ୍ଦିରମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ…

ଚାଲାଣ କାଟିବାକୁ ଯିବାବେଳେ ପୋଲିସ ଗାଡିକୁ ଧକ୍କା ଦେଲା ଏସୟୁଭି ଡ୍ରାଇଭର: ୨ ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ।  ଯେତେବେଳେ ପୋଲିସ ଚାଲାଣ କାଟିବାକୁ ଯାଇଛି , ସେତେବେଳେ ଜଣେ ଏସୟୁଭି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ କିଛି ଦୂର ଯିବା ପରେ ସେ ଏକ ୟୁଟର୍ଣ୍ଣ ନେଇ ଭୁଲ ପାର୍ଶ୍ବରୁ ୧୨ କିଲୋମିଟର ଦ୍ରୁତ ଗତିରେ ଆସି…

ରାଜସ୍ଥାନରେ ଭୟଙ୍କର ଦୁଘର୍ଟଣା: ଗୋଟିଏ ପରିବାର ୭ ମୃତ, ୨ ଆହତ

ରାଜସ୍ଥାନ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା  । ଗାଡି ଚାଳକଙ୍କ ଅସାବଧାନତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି  । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର କୁଚାମାନ ଜିଲ୍ଲାରେ । ଖୁନଖୁନା ପୋଲିସ ଥାନା ଅନ୍ତର୍ଗତ ବନ୍ଥଡି ଗାଁ ନିକଟରେ…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି…

“କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜେପି ସଦସ୍ୟ”

ଉଦୟପୁର: ରାଜସ୍ଥାନର ଉଦୟପୁର ସ୍ଥିତ ଟେଲର ଦୋକାନୀ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ମିଡିଆ ଅଧ୍ୟକ୍ଷ ପଓ୍ବନ ଖେରା ଏହି ଆରୋପ ସହ ପ୍ରମାଣ ପାଇଁ କିଛି ଫେସବୁକ ଫଟୋ ପୋଷ୍ଟ ସେୟାର କରିଛନ୍ତି ।…