Latest Odisha News

BREAKING NEWS

Browsing Category

ତେଲେଙ୍ଗାନା

Telengana

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା' ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ…

କେସିଆର ଗଡ଼ରେ ଗର୍ଜିଲେ ମୋଦୀ, ନଡ୍ଡା କହିଲେ ବିଜେପି ଆସୁଛି, ଟିଆରଏସ ଯିବା ଥୟ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ବାଥରୁମରୁ ଫ୍ୟାସନ ଡିଜାଇନରଙ୍କ ମୃତ ଦେହ ଉଦ୍ଧାର

ହାଇଦ୍ରାବାଦ: ଟଲିଉଡ ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗରିମେଲା (୩୫)ଙ୍କ ମୃତ୍ୟୁ । ଶନିବାର ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କ ଘର ଭିତରୁ କାର୍ବନ ମନୋକ୍ସାଇଡର ଏକ ବୋତଲ ମିଳିଥିଲା। ଯାହାକୁ ନେଇ ସେ ଶ୍ୱାସରୁଦ୍ଧ…

ରେଭ୍ ପାର୍ଟିରେ ରେଡ୍: ଭିଭିଆଇପି, ଅଭିନେତା ଏବଂ ରାଜନେତାଙ୍କ ପରିବାର ଲୋକେ ଅଟକ

ହାଇଦ୍ରାବାଦ: ମୁମ୍ବାଇ ଡ୍ରଗ୍ସ ପାର୍ଟି ଖବର ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ରବିବାର ହାଇଦ୍ରାବାଦ ପୋଲିସର ଟାସ୍କଫୋର୍ସ ଟିମ୍ ବନଜାରା ହିଲରେ ଥିବା ଏକ ପଞ୍ଚ ତାରକା ହୋଟେଲର ଏକ ପବରେ ରେଭ୍ ପାର୍ଟି ଚାଲିଥିବା ବେଳେ ଅଚାନକ ରେଡ୍ କରିଛି। ଏହି ପାର୍ଟିରେ ଭିଭିଆଇପିଙ୍କ ପୁଅ…

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ…

ସୀମା ଟପିଲା ନୃଂଶସତା: ବିଷ ଇଞ୍ଜେକସନ୍ ଦେଇ ୧୦୦ କୁକୁରଙ୍କୁ ମାରିଦେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ବରତାର ସବୁ ସୀମା ଟପିଲା ମଣିଷ । ମରଗଲା ମଣିଷ ପଣିଆ । ମଣିଷ ଭୁଲିଗଲା ହିତାହିତ ଜ୍ଞାନ । ପଶୁଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛି ମଣିଷ । ଶହେ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା । ଏଭଳି ସଙ୍ଗୀନ ଘଟଣା ତେଲେଙ୍ଗାନାରୁ ସାମନାକୁ ଆସିଛି । ଗାଁର ସରପଞ୍ଚ…

[ଭିଡିଓ] ଅଦ୍ଭୁତ ଉଦ୍ଭାବନ: କାଠରେ ପ୍ରସ୍ତୁତ ଟ୍ରେଡମିଲ୍‌, ଦେବାକୁ ପଡିବନି ବିଦ୍ୟୁତ୍ ବିଲ୍

ଭୁବନେଶ୍ୱର: ଫିଟନେସ୍ ସରଂଜାମ ଭାବେ ଟ୍ରେଡମିଲ୍ ବିଷୟରେ କିଏ ବା ନଜାଣେ । କମ୍ ଦାମ୍ ଓ ସ୍ୱଳ୍ପ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରତ୍ୟେକ ଜିମ୍ନାସିୟମ୍ ଓ ଘରେଘରେ ଆଜିକାଲି ଟ୍ରେଡମିଲ୍ ଦେଖିବାକୁ ମିଳୁଛି । ତେବେ ନିକଟରେ ଭାରତର ଜଣେ ବ୍ୟକ୍ତି ଏକ ଇକୋ-ଫ୍ରେଣ୍ଡଲି ଟ୍ରେଡମିଲ୍ ନିର୍ମାଣ କରି…

ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଚାରିଆଡେ ଆତଙ୍କ…

ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…

ସ୍ତ୍ରୀ ମଟନ ରୋଷେଇ ନକରିବାରୁ ଥାନାକୁ ଜଣାଇଲେ ମହିଳାଙ୍କ ସ୍ୱାମୀ, ଆଉ ତା ପରେ . . .

ହାଇଦ୍ରାବାଦ: ଜଣେ ବ୍ୟକ୍ତି ନିଶାରେ ଥିଲେ, ଆଉ ଏହି ସମୟରେ ନିଜର ଖାଇବା ପାଇଁ ରଖିଥିବା ଅଭିଳାଶକୁ ବି ପୂରଣ କରିବାକୁ ଚାହୁଁଥିଲେ । କିନ୍ତୁ ଅପରପକ୍ଷେ ବ୍ୟକ୍ତି ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛାନୁସାରେ କାମ ନକରେ ତାହେଲେ ଜଣେ କଣ କରିବେ ? ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି…