Latest Odisha News
Browsing Category

ଉତ୍ତରାଖଣ୍ଡ

Uttarakhand

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…

ଦୀର୍ଘ ଦିନର ଅପେକ୍ଷାର ଅନ୍ତ : ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର

ଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ ।…

କିଏ ଧରିବେ ଉତ୍ତରାଖଣ୍ଡ କମାଣ ? ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେଭିୱେଟଙ୍କ ନାଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ଥର କ୍ଷମତା ବଜାୟ ରଖିଲା ବିଜେପି । ଦଳ ସରକାରକୁ ଫେରିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାରିଗଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜେପିକୁ ଉତ୍ତରାଖଣ୍ଡରେ ବିଜୟୀ କରାଇଲେ । କିନ୍ତୁ ନିଜ୍ ସିଟ୍ ରଖି ପାରିଲେ ନାହିଁ । ଖଟିମା…

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର…

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ…

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ଡେରାଡୁନ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ…

ଉତ୍ତରାଖଣ୍ଡରେ ଏପରି ରେକର୍ଡ ପୂର୍ବରୁ ହୋଇନଥିଲା !

ଡେରାଡୁନ: ଯଦି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ସତ ହୁଏ ତାହେଲେ ଯାହା ଉତ୍ତରାଖଣ୍ଡରେ ଘଟିନାହିଁ, ତାହା ଏଥର ଘଟିବ ବୋଲି ଜଣାପଡିଛି। ଇତିହାସରେ ପ୍ରଥମ ଥର ପାଇଁ କୌଣସି ଶାସକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଯାଉଛି । ଉତ୍ତର ପ୍ରଦେଶରୁ ଅଲଗା…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ଉତ୍ତରାଖଣ୍ଡରେ ଭୂମିକମ୍ପ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ । ସକାଳ ୫ଟା ୩ ମିନିଟରେ ଅନୁଭୂତ ହେଲା ଭୂମିକମ୍ପ । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳୁ ସକାଳୁ ହଠାତ୍ ଲୋକ ଝଟକା ଅନୁଭବ କରିଥିଲେ। ଭୂମିକମ୍ପ ପରେ ଭୟରେ କେହି କେହି ଘରୁ…

ଉତ୍ତରାଖଣ୍ଡରେ ୧୬ ଯାଏ ନିର୍ବାଚନୀ ରାଲି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ…