ପୁଣି ଫେରୁଛନ୍ତି ଓଲିଉଡର ଚର୍ଚ୍ଚିତ ରାଜା-ଟ୍ୱିଙ୍କିଲ୍ ଯୋଡ଼ି…

ଭୁବନେଶ୍ୱର: କିଛି ବର୍ଷ ପୂର୍ବରୁ ସୁପର୍ ହିଟ୍ ‘ଧନରେ ରଖିବୁ ଶପଥ ମୋର’ ଓଡ଼ିଆ ସିନେମା ଓଲିଉଡରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପରେ ଚଳଚିତ୍ର ଜଗତରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିବା ସଫଳ ଯୋଡ଼ି ସୁପରଷ୍ଟାର୍...

ପ୍ରିୟ ଗୁରୁଙ୍କୁ ଭେଟିବାକୁ ପାରିକର୍ ଦିନେ ଭୁବନେଶ୍ୱର ଆସିଥିଲେ…

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ସ୍ୱଗତଃ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ପାରିକରଙ୍କ ସରଳ ଜୀବନ ଯାପନ ଶୈଳୀ ଲାଗି ବେଶ୍ ମଧ୍ୟ ଜଣାଶୁଣା ଥିଲେ । ପାରିକର୍ ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରିଛନ୍ତି । ମନ୍ତ୍ରୀପଦରେ ଥିବା ବେଳେ ମଧ୍ୟ ସେ...

ଦୁଇ ଦୁଇ ଥର ହାର ପରେ ପୁଣି ଥରେ ଖଣ୍ଡପଡା ମୁହାଁ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଲଗାତାର ଦୁଇ ଦୁଇ ଥର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ହାରିଥିବା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ପୁଣି ଥରେ ସେହିଠାରୁ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଲେଣି । ରାଜ୍ୟସଭା ଆସନ ଛାଡ଼ି ବିଧାନସଭା ଲଢି଼ବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସୌମ୍ୟବାବୁ...

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୨ ନେତା କୃଷ୍ଣଚନ୍ଦ୍ର...

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ: ଗତ ୩୦ ବର୍ଷ ତଳୁ କବିତାକୁ...

କଟକ, ଢେଙ୍କାନାଳ ଓ କେନ୍ଦୁଝର ଆସନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ି ବୁଧବାର ଦିନ ୯ ଜଣ ଲୋକସଭା ପ୍ରାର୍ଥୀଙ୍କର ନାମ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ଦଳ ପକ୍ଷରୁ ଲୋକସଭା ନିମନ୍ତେ ସମୁଦାୟ ୧୮ ଜଣ...

ଭୁବନେଶ୍ୱର ଲୋକସଭା ଆସନରେ କଡ଼ା ଟକ୍କର: ଏଥର ଅରୁପ ବନାମ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ରାଜନୈତିକ ପାଣିପାଗରୁ ବେଶ୍ ଜଣାପଡୁଛି ଯେ, ପାଞ୍ଚଥର ବିଜେଡ଼ି ସାଂସଦ ଭାବେ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁଣ୍ଡ ଉପରେ ଏବେ ଡ଼େମୋକ୍ଲିସଙ୍କ ଖଣ୍ଡା ଝୁଲୁଛି । ଲାଗୁଛି, ଏଥର ଦଳ ଚାହୁଁଛି ନୂଆ ମୁହଁ । ଇତିମଧ୍ୟରେ...

ଭୋଟର୍ ସଚେତନତା ଲାଗି ରାଜ୍ୟର ୬ଜଣ ଯୁବ ସେଲିବ୍ରିଟି ମନୋନୀତ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସିଲଭର୍ କୁଇନ୍ ଦୂତୀ ଚାନ୍ଦଙ୍କ ସମେତ ୬ଜଣ ଓଡ଼ିଆ ଯୁବ ସେଲିବ୍ରିଟିଙ୍କୁ ନିର୍ବାଚନ ଆଚରଣ ବିଧି ଏବଂ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ମନୋନୀତ...

ଦ୍ୱନ୍ଦ୍ୱରେ ଧର୍ମେନ୍ଦ୍ର: ଲଢ଼ିବେ ନା ଲଢ଼ିବେନି

ଭୁବନେଶ୍ୱର: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଆଶାୟୀ ଅପେକ୍ଷା କରି ରହିଥିବା ବେଳେ ତୈଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନା...

ରାଜନୀତିର ରଙ୍ଗ, ବିରୋଧୀ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଅରୁଣ

ନୟାଗଡ଼: ସମଗ୍ର ଦେଶରେ ଏବେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍ ସରଗରମ ହୋଇପଡ଼ିଥିବା ବେଳେ ଓଡ଼ିଶାରେ ମଧ୍ୟ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ଉଷ୍ମତା ବୃଦ୍ଧି ପାଇଛି । ତିନୋଟି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ...

ସାହିତ୍ୟ