ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

  ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ...

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ ।...

କର୍ଣ୍ଣାଟକ ସରକାରଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସକାଳ ସମୟରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ସହ ଆଲୋଚନା କରିବେ।  ଏହି ଆଲୋଚନା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି | ଅପରପକ୍ଷରେ...

ପୁରୀରୁ ରାଜସ୍ଥାନ ଓ ଗୁଜୁରାଟ ଫେରିଲେ ପ୍ରବାସୀ

ପୁରୀ: ପୁରୀରେ ଅଟକି ରହିଥିବା କିଛି ଗୁଜୁରାଟୀ ପ୍ରବାସୀ ଆଜି ଏକ ଗାଡ଼ି ଯୋଗେ ଗୁଜରାଟ ଫେରିଛନ୍ତି । ଶ୍ରୀକ୍ଷେତ୍ର ଦର୍ଶନରେ ଆସି ଲକ୍‌ଡାଉନ ଯୋଗୁଁ ପୁରୀରେ ଫସି ରହିଥିବା କିଛି ଶ୍ରଦ୍ଧାଳୁ ଆଜି ଗୁଜରାଟ ଫେରିଛନ୍ତି । ଏହି ପ୍ରବାସୀମାନେ ପୂର୍ବରୁ ଭାରତ...

ଗାଁ ଗାଁ ବୁଲି ପରିବା ବାଣ୍ଟୁଛନ୍ତି ପରିବା ଚାଷୀ ଛାୟାରାଣୀ; ଭିଭିଏସ ଲକ୍ଷ୍ମଣ କଲେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଜଣେ ସଫଳ ପରିବା ଚାଷୀ ହେଲେ ଛାୟାରାଣୀ ସାହୁ । କରୋନା ମହାମାରୀ ଯୋଗୁଁ ଏବେ ସବୁଆଡ଼େ ଲକ୍‌ଡାଉନ୍ ପରିସ୍ଥିତି । ଗରିବ ଅସହାୟଙ୍କ ଲାଗି ଏହା କଷ୍ଟକର ହୋଇପଡ଼ିଛି । ଏହି ସମୟରେ ଗାଁ ଗାଁ ବୁଲି...

ଘାଟିରେ ଓଲଟିଲା ସୁରଟରୁ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌

ଫୁଲବାଣୀ: ଗୁଜରାଟର ସୁରଟରୁ ଏକ ବସ ଯୋଗେ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟି ନିକଟସ୍ଥ ଅନ୍ଧାରକୋଟରେ ଏହି ଯାତ୍ରୀବାହି ବସଟି ଓଲଟି ପଡ଼ିଛି । ଏହି ବସଟି ଗଞ୍ଜାମ...

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି । ସେମାନେ...

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି । ଏଥିରେ...

ଓଡ଼ିଶାର ଏହିସବୁ ଜିଲ୍ଲା ଅରେଞ୍ଜ ଓ ରେଡ୍ ଜୋନରେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ନିକଟ ଅତୀତରେ ରେଡ୍ ଜୋନ ଭାବେ ପରିଚିତ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସାମିଲ ହୋଇଛି। ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବର୍ଗୀକରଣ କରାଯାଇଛି। ଏହି ବର୍ଗୀକରଣ ଅନୁଯାୟୀ ଭଦ୍ରକ୍...

ଜାମିଆରେ ପୁଣି ହିଂସା; ପୁଲିସ-ଛାତ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆର ଛାତ୍ରମାନେ ଆଜି ନାଗରିକତା ଆଇନ ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଥିଲେ । ଏହି ସମୟରେ ପୁଲିସ-ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏହି ହିଂସାରେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଛାତ୍ରମାନେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ...

ସାହିତ୍ୟ