ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ୫ ଭାଲୁ ଛୁଆ ଉଦ୍ଧାର, ଜନ୍ତାରୁ ଉଦ୍ଧାର କଲା ବନବିଭାଗ 

ଭୁବନେଶ୍ବର: କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର । ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ଭାଲୁ ଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଭାଲୁ ଛୁଆଙ୍କୁ କେହି ଦୁର୍ବୁତ୍ତ ଜଙ୍ଗଲରେ ଲୁଚାଇ ଏକ ଜନ୍ତାରେ ରଖିଥିଲା । ଉଦ୍ଧାର ବେଳେ...

ଆରପାରିରେ ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକ

ଭୁବନେଶ୍ୱର: ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରବିଶଙ୍କର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ...

କେନ୍ଦ୍ରର ନିର୍ଦ୍ଦେଶ, ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଅକ୍ସିଜେନ ପରିବହନରେ ଲାଗିବନି ପ୍ରତିବନ୍ଧକ । ଅକ୍ସିଜେନ ପରିବହନକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ ।  ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି...

ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ୍‌ ଅଭାବ ପୂରଣରେ ସହଯୋଗ କରିବ ଓଡ଼ିଶା: ନବୀନ

ଭୁବନେଶ୍ୱର: ଦେଶରେ କରୋନା କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ କେଉଁଠି ଆବଶ୍ୟକ ସଂଖ୍ୟକ ବେଡ ନାହିଁ ତ କେଉଁଠି ଔଷଧ ତ ପୁଣି କେଉଁଠି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀ...

ଚାନ୍ଦବାଲି ଭାଟପଡା ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ,

ଚାନ୍ଦବାଲି:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ...

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ଘରକୁ ଘର ବୁଲି କରିବେ ବର୍ଜ୍ୟବସ୍ତୁ ସଂଗ୍ରହ

ବାରିପଦା: ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି...

ଇଣ୍ଡିଆନ ଆଇଡଲ୍ ସୋ’ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା, ପ୍ରଶଂସକ ନିରାଶ 

ମୁମ୍ବାଇ: ପପୁଲାର ରିଆଲିଟି ସୋ’ ଇଣ୍ଡିଆନ ଆଇଡଲ୍ ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା କକ୍କର । ଇଣ୍ଡିଆନ ଆଇଡଲ୍ ସିଜିନ ୧୨ର ଗାୟିକା ନେହା କକ୍କର, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏହି ସୋ’ରେ ଜଜ୍ ଅଛନ୍ତି ।...

ଏପ୍ରିଲ ୨୫ରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ 

ଭୁବନେଶ୍ୱର: ଏପ୍ରିଲ ୨୫ରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି । କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର ଓପିଡି ସାମୟିକ ଭାବେ ବନ୍ଦ ରହିବା ନେଇ ହସ୍ପିଟାଲ...

ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ, ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ସବୁଠୁ ଛୋଟ ରାମ ପ୍ରତିମା 

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ ମହାରଣା । ପବିତ୍ର ରାମ ନବମୀ ଉପଲକ୍ଷେ ଓଡ଼ିଶାର ଜଣେ କଳାକାର ବିଶ୍ବର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର 4.1 ସେଣ୍ଟିମିଟର । ଏହି ପ୍ରତିମା ମାତ୍ର...

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ...

ସାହିତ୍ୟ