Home Featured

Featured

Featured posts

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି...

ମୋଦିଙ୍କ ବାୟୋପିକ୍‍ ପୋଷ୍ଟରରେ ଜାଭେଦ୍‍ ଅଖତର୍‍ଙ୍କ ନାଁକୁ ନେଇ ବିବାଦ

ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦି’ର ରିଲିଜ୍‍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର ପ୍ରଦର୍ଶନ...

୧୨ ବର୍ଷ ପରେ ପୁଣି ଫେରୁଛନ୍ତି ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟିଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର । ୧୨ ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି ସୁନ୍ଦରୀ ଶିଳ୍ପା । ବିବାହ ପରଠୁଁ ପିଲ୍ମରୁ ଦୂରେଇ ଯଇଥିଲେ ଶିଳ୍ପା । ସର୍ବଦା ଫିଟନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କୁ ଅନେକ ରିୟାଲିଟି...

ମୌସୁମୀ ଆସିବାକୁ ବାକି ଆହୁରି ୨ଦିନ

ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ଜୁନ ମାସ ୧୦ ତାରିଖରେ ମୌସୁମୀ ଆସିବାର ଥିବା ବେଳେ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ...

ପ୍ରେରଣା ସାଜିଲେ ଯବାନ, -୨୦ ଡିଗ୍ରୀରେ କରିଲେ ଯୋଗ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରେଟି ଯୋଗ କରୁଥିବା ବେଳର ଫଟୋ ନଜରକୁ ଆସିଛି । ତାସହ ନଜରକୁ ଆସିଛି ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଭିନ୍ନ...

ଜାଣନ୍ତୁ କ’ଣ ପାଇଁ ପୁଅ ତୈମୁରକୁ ଲଣ୍ଡନରେ ଛାଡି ମୁମ୍ବାଇ ଆସିଲେ କରିନା

ଭୁବନେଶ୍ୱର: ପରିବାର ସହ ଲଣ୍ଡନରେ ରିଲାକ୍ସ କରୁଛନ୍ତି କରିନା କାପୁର ଖାନ୍ । ସାଙ୍ଗରେ ଅଛନ୍ତି ସ୍ୱାମୀ ସୈଫ ଅଲ୍ଲୀ ଖାନ୍, ପୁଅ ତୈମୁର, ଭଉଣୀ କରିସ୍ମା କାପୁର ଓ ତାଙ୍କର ଦୁଇ ପିଲା । ଏମାନଙ୍କ ଏକାଠି ଖୁସି ମଜା କରୁଥିବା...

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ...

ବିଗ୍‍ ବସ୍‍-୧୩ ‘ ପାଇଁ ସଲମାନ କେତେ ପାରିଶ୍ରମିକ ନେବେ ଜାଣନ୍ତି? ଜାଣିଲେ ହୋସ ଉଡିଯିବ

ମୁମ୍ବାଇ : ପପୁଲାର ରିଆଲିଟି ଶୋ’ 'ବିଗ୍‍ ବସ୍‍' ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଏହାର ସିଜିନ-୧୩ । ୨୦୦୬ ମସିହାରେ ଏହା ଦର୍ଶକଙ୍କୁ ଭେଟି ଦେଇଥିଲା ଏହାର ପ୍ରଥମ ସିଜିନ । ୮୬ଟି ଅଧ୍ୟାୟ ବିଶିଷ୍ଟ ଏହି ଶୋ’ ଦର୍ଶକଙ୍କୁ...

ଭୃଷଙ୍ଗ ପତ୍ର ଖାଇଲେ କେଉଁସବୁ ରୋଗ ହୁଏନାହିଁ, ଜାଣନ୍ତୁ

ଭୁବନେଶ୍ୱର : ପ୍ରାୟ ପ୍ରତ୍ୟେକଙ୍କ ରୋଷେଇଘରେ ଭୃଷଙ୍ଗ ପତ୍ର ଥାଏ । ଏହାର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଖାଲି ସ୍ୱାଦ ନୁହେଁ, ଦେହ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର...

ଢେଙ୍କାନାଳରେ ଉଦ୍ଧାର ହେଲେ ଛୁଆ ସହ ମାଆ ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବେରଣା ଗାଁରେ ଶନିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ମହାବୀର ରୋଡ ବନଖଣ୍ଡସ୍ଥ ତାଳବେରଣା ଗାଁର ଏକ ପାଇଖାନା ଟାଙ୍କିରୁ ଏକ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା...

ସାହିତ୍ୟ