ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ପୁଣିଥରେ ଚର୍ଚ୍ଚା

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ । ନୂଆ ପ୍ରାଇଭେସି ପଲିସୀ ଅନୁସାରେ ୟୁଜର୍ସ ଯଦି ସର୍ତ୍ତ ନ ମାନନ୍ତି ତାହେଲେ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ । ଏହି ସର୍ତ୍ତ ସ୍ୱୀକାର କରିବା ପରେ ୟୁଜର୍ସ ପୁଣିଥରେ ପୂର୍ବଭଳି ହ୍ୱାଟ୍ସଆପ ବ୍ୟବହାର କରିପାରିବେ...

ପୁରୀ ସମୁଦ୍ରକୂଳରେ ଅଘଟଣ, ବୁଡିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ 

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ବୁଡିଯାଉଥିବା ଦୁଇ ଜଣ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି । ବେଳାଭୂମିର ସେକ୍ଟର ୭ ଅଞ୍ଚଳରୁ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଅଂଚଳର ରାଜୁ ଘୋଷାଲ ଓ ଶୁଭେନ୍ଦୁ ଘୋଷଙ୍କୁ ଉଦ୍ଧାର କରାଯାଇଛି ।...

ନଦୀରେ ଗାଧୋଉଥିବା ବେଳେ ଅଘଟଣ: ଏକାସଙ୍ଗେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଅଞ୍ଚଳରେ ଶୋକାକୂଳ ପରିବେଶ 

ଯାଜପୁର: ଗୋଟିଏ ଘରୁ ଏକାସଙ୍ଗେ ଲିଭିଗଲା ଦୁଇଟି ଜୀବନ ଦୀପ । ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୨ ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ...

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ଓଲିଉଡ କପୁଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ଦିଲ୍ଲୀରେ ନୁହେଁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର...

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି ।  ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ...

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ...

ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲ, ୬୯ହଜାର ଟଙ୍କା ଲେଖାଏଁ ଜରିମାନା 

ବ୍ରହ୍ମପୁର: ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି ହୋଇଛି । ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ଟଙ୍କା ଠକେଇ ମାମଲାର ଶୁଣାଣି କରିଛନ୍ତି । ଏକ କମ୍ପାନିର ଏମ୍‌ଡି ଓ ମ୍ୟାନେଜରଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦେଇ ଚୂଡାନ୍ତ ରାୟ ଦେଇଛନ୍ତି...

ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ, ୪୩ଟି ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲୀ: ଚୀନ ଉପରେ ମୋଦି ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ । ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ...

ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍‌, ୮ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର : ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍‌ । ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ରୁ...

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି ।...

ସାହିତ୍ୟ