କରୋନା ସଂକ୍ରମଣ ଯୋଗୁ ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ସାଂଘାତିକ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ବୋଲି ଜଣାପଡିଛି ।ଆସନ୍ତା 8ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ - ୟୁରୋପୀୟ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭବାନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି 

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭବାନା ରହିଛି । ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା, ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୋଲିସ । ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ...

ଭାରତରୁ ହଂକକଂଗ ଯିବନି କୌଣସି ବିମାନ, ବିମାନ ଚଳାଚଳ ଉପରେ ରୋକ ଲଗାଇଲେ ହଂକକଂଗ ସରକାର

ନୂଆଦିଲ୍ଲୀ: ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକକଂଗ । ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକକଂଗ ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ...

DL ଓ LL ଟେଷ୍ଟ ବାତିଲ, କୌଣସି ଆରଟିଓରେ ହୋଇପାରିବନି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଇଛି କରୋନା ମହାମାରୀ । ଦିନକୁ ଦିନ ବଢୁଛି ଅକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଆଜି ସରକାର ଡ୍ରାଇଭିଂ...

ଅନୁଭବ-ବର୍ଷା ବିବାଦ ମାମଲା: ମେ’ ୧୭ରେ ଶୁଣାଣି କରିବେ କଟକ ଏସଡିଜିଏମ କୋର୍ଟ 

କଟକ: ମେ’ ୧୭ରେ ଶୁଣାଣି ହେବ ଅନୁଭବ-ବର୍ଷା ବିବାଦ ମାମଲା । ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ ।  ପୂର୍ବରୁ ବର୍ଷା ଅନୁଭବ ଓ ତାଙ୍କ ପରିବାରଙ୍କ ବିରୋଧରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ଅଭିଯୋଗ ଆଣି କଟକ ଏସଡିଜେମ କୋର୍ଟଙ୍କ...

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି...

ନନ୍ଦନକାନନରୁ ୧୩ ପଶୁପକ୍ଷୀ ଗଲେ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ 

ବାରଙ୍ଗ: ଆଜି ଭୁୂବନେଶ୍ବର ନନ୍ଦନକାନନରୁ ମଧ୍ୟପ୍ରଦେଶ ପୁଣି ପଶୁପକ୍ଷୀ ଅଦଳବଦଳ ହୋଇଛନ୍ତି । ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଧଳା ବାଘୁଣୀ ଓ କଳା ବାଘ, ୩ଟି ଘଡିଆଳ କୁମ୍ଭୀର, ୮ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର...

ପରୀକ୍ଷା ବାତିଲ ଦାବିରେ ତାତିଲେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ, ଘେରିଲେ ନବୀନ ନିବାସ 

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଘେରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ନରଖି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ...

ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ, ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆନ୍ଧ୍ରକୁ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ ବାଣ । ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ରକୁ କାହିଁକି ଚିଠି ଲେଖୁନାହାଁନ୍ତି ନବୀନ ପଟ୍ଟନାୟକ ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ...

ସାହିତ୍ୟ