ଆଜି, ଏପ୍ରିଲ୍‍ ୫ରେ ରହସ୍ୟମୟ ଭାବେ ଛାତରୁ ଖସିପଡ଼ିଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଛବିଶ ବର୍ଷ ତଳେ ଆଜି ତାରିଖରେ ଅର୍ଥାତ୍‍ ୫ ଏପ୍ରିଲ୍‍ ୧୯୯୩ରେ ନିଜ ମୁମ୍ବାଇସ୍ଥିତ ଚାରିମହଲା ଘରର ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଥିଲେ ସେ ସମୟର ସବୁଠାରୁ ଚର୍ଚ୍ଚିତା ଓ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀ । ନିଜର ଅନୁପମ ସୌନ୍ଦର୍ଯ୍ୟ...

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି...

ଖଣ୍ଡପଡ଼ାରୁ କଟିଲେ ଅନୁଭବ, ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ିର ସଦ୍ୟତମ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଛି ଚମକ । ସାତଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ଟିକେଟ୍‍ ମିଳିବା ଆଜିର ସବୁଠାରୁ ବଡ଼ ଖବର ପାଲଟିଛି । ବିଧାୟକ ଅନୁଭବ...

ନଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ନେଲ୍ ଆର୍ଟ…

ଭୁବନେଶ୍ୱର : ନିଜ ଶରୀରର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଖାସକରି ମହିଳାମାନେ ନିଜ ଚେହେରା ପ୍ରତି ଅଧିକ ସଚେତନ ରହିଥାନ୍ତି, ସେଥିମଧ୍ୟରେ ନଖର ସୌନ୍ଦର୍ଯ୍ୟ ଅନ୍ୟତମ । ବର୍ତମାନ ନେଲପଲିସ୍ ବଦଳରେ ମହିଳା ତଥା ଯୁବତୀମାନେ ମାଧ୍ୟମରେ ନଖକୁ ଆକ୍ଟ୍ରାଟିଭ୍...

ସାହିତ୍ୟ