Latest Odisha News
Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ…

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଏସବୁ ତଥ୍ୟ, ନଚେତ ଘରେ ପହଞ୍ଚିପାରେ ପୋଲିସ

ଆପଣ କୌଣସି ଦାମୀ ଫୋନକୁ ସେକେଣ୍ଡ ହ୍ୟାଣ୍ଡ ଭାବେ ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପୂର୍ବରୁ ଏସବୁ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନଚେତ ଆପଣ ଫସିଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବାବଦରେ କହିବୁ, ଯାହାକୁ ଆପଣ…

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ…

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦…

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ…

ଆପଣଙ୍କ ପୁରୁଣା ଟିଭି ହୋଇପାରିବ ସ୍ମାର୍ଟ ଟିଭି, ଲଗାନ୍ତୁ ଏହି ଡିଭାଇସ

ନୂଆଦିଲ୍ଲୀ: ବଜାରରେ ଦରଦାମ ଯେତେବେଲେ ପକେଟ ଉପରେ ବୋଝ ପାଲଟିଛି ସେତେବେଳେ ନୂଆ ଲାଇଫଷ୍ଟାଇଲରେ ବଞ୍ଚିବା ଭାରି କଷ୍ଟ। କିନ୍ତୁ ଯାହା ହେଲେ ବି ସମୟ ସହ ତାଳ ଦେଇ ଚାଲିବାକୁ ହେବ। କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଆଉଟଡେଟେଡ ହେଲେ ଲାଭ କମ୍ ଘାଟା ଅଧିକ। ଏପରି ସମୟରେ ଏକ ଡିଭାଇସ ଆସିଛି।…

ଇ-ସାଇକେଲ ଲଂଚ କଲା କାର ନିର୍ମାତା ‘ଅଡ଼ି’

ନ୍ୟୁୟର୍କ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି କାର ନିର୍ମାତା ଅଡି ଏହାର ଇ-ସାଇକେଲ ଲଂଚ…