ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ...

ଜାଣନ୍ତୁ, ହୋଲି ଖେଳରେ କିପରି ନେବେ ତ୍ୱଚାର ଯତ୍ନ…

ଭୁବନେଶ୍ୱର : ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ତ୍ୱଚା ଓ କେଶ ଉପରେ...

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା...

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ...

ଜାଣନ୍ତୁ ଶରୀର ପାଇଁ କେତେ ଉପକାରୀ ହଳଦୀ ତେଲ

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ତଥା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ...

ବିଶ୍ୱକପ ଫୁଟବଲ: ଆଜିର ସେମିଫାଇନାଲ ଲଢେଇରେ ଇଂଲଣ୍ଡ-କ୍ରୋଏସିଆ ମୁକାବିଲା

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ । ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ...

ଜାଣନ୍ତୁ, କେଉଁ ଦାଢିର ଲୁକ୍ସରେ ଆପଣ ଆକର୍ଷକ ଦିଶିବେ…

ଭୁବନେଶ୍ୱର: ଆଜିକାଲି ପ୍ରତିଦିନ ଫ୍ୟାଶନରେ ପୋଷାକ ଠାରୁ ଆରମ୍ଭ କରି ଜୋତା ଓ ରିଷ୍ଟ ୱାଚ ଷ୍ଟାଇଲ ବଦଳିବାରେ ଲାଗିଛି । ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ନିଜ...

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା...

ଅନୁକୃତି ବାସ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ

ମୁମ୍ବାଇ: ଏଫବିବି ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ ହୋଇପାରିଛନ୍ତି ତାମିଲନାଡୁର ସୁନ୍ଦରୀ ଅନୁକୃତି ବାସ୍ । ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟର ଏହି ୫୫ ତମ ସଂସ୍କରଣ ମୁମ୍ବାଇର ଏନଏସସିଆଇ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ବିଜୟୀ ଘୋଷିତ ହେବାପରେ ୨୦୧୭...

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ...

ସାହିତ୍ୟ