Latest Odisha News

BREAKING NEWS

Browsing Category

ଫ୍ୟାସନ

ଖରାଦିନେ ବ୍ୟବହାର କରନ୍ତୁ ଏହି ସ୍କବ୍ର…..

ଖରାଦିନ ହେଉକି ଶୀତଦିନ ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାଆନ୍ତି । ସେ ବାହାଘର ହେଉକି ପୂଜା ପାର୍ବଣ ସୁନ୍ଦର ଦେଖାଯିବା ପାଇଁ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ତ୍ବଚା ପାଇଁ ଲାଭ ହେବା ସହିତ କ୍ଷତି ମଧ୍ୟ ହୋଇଥାଏ।…

ଖରାକୁ ବାହାରିଲେ ଆପଣଙ୍କ ମେକ୍‌ଅପ୍‌ ଖରାପ ହୋଇଯାଉଛି କି ?  

ବଢ଼ିଲାଣି ତାତି । ଖରାଦିନରେ ମହିଳାମାନେ ମେକ୍‌ଅପ୍‌କୁ ନେଇ ଚିନ୍ତାରେ ଅଛନ୍ତି । ଏହାର କାରଣ ହେଲା ଗରମରେ ଶରୀରରୁ ଝାଳନିର୍ଗତ ହୋଇଥାଏ । ଫଳରେ ସମସ୍ତ ମେକଅପ୍‌ ଧୋଇଯାଇଥାଏ  । ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳା ଅସନ୍ତୋଷ ହୋଇଥାଆନ୍ତି । ତେଣୁ ଏଭଳି ଗରମରେ ବି…

କେଶ ପାଇଁ ଭଲ ମେହେନ୍ଦୀ, ପ୍ରାକୃତିକ ଉପାୟରେ କରନ୍ତୁ ହେୟାର କଲର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେହେନ୍ଦୀ କେବଳ ହାତରେ ନୁହେଁ କେଶ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଏହା କେଶକୁ ପ୍ରାକୃତିକ ଭାବରେ ରଙ୍ଗ କରିବା ପାଇଁ ସାହାଯ୍ୟ କରେ। ଧଳା କେଶର ସମସ୍ୟାକୁ ଏଡାଇବା ପାଇଁ ଅନେକ ଲୋକ ହେନା ବ୍ୟବହାର କରନ୍ତି। ଏହା ବ୍ୟତୀତ, ଆଜିକାଲିର ଯୁବପିଢି ଏହାକୁ କେଶକୁ କଳା ଏବଂ…

ଇଣ୍ଟରନ୍ୟାସନାଲ ରାମ୍ପରେ ଡେବ୍ୟୁ କରିବେ ଅନନ୍ୟା ବିର୍ଲା

ମୁମ୍ବାଇ: ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା ବିର୍ଲା ଏବେ ମଡେଲିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାଁନ୍ତି ବରଂ ଫ୍ୟାଶନ, ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ…

୫ଟି ସାଧାରଣ ମେକଅପ୍ ତ୍ରୁଟି, ଯାହା ଆପଣଙ୍କ ମୁଡ଼ ସହ ଚେହେରାକୁ କରିବ ଖରାପ!

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ନିଜ ପାଇଁ ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି ସେମାନେ ସୁନ୍ଦର ଓ ଆକର୍ଷକ ଦେଖାଯିବେ। ମହିଳାମାନେ ସଜେଇ ହେବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ପରିଧାନ କରନ୍ତି। ସେ ବିବାହ ପାଇଁ ହେଉ କି ପାର୍ଟି ପାଇଁ। ପର୍ବପର୍ବାଣୀରେ ମଧ୍ୟ ନୂଆ…

ଚାଲିଛି ବି-ଟାଉନର ଫ୍ୟାଶନ ଟ୍ରେଣ୍ଡ, ଜାଣନ୍ତୁ ହଟ୍ ଷ୍ଟାରଙ୍କ ଟ୍ରେଣ୍ଡି ଲୁକ୍

ମୁମ୍ବାଇ: ବି-ଟାଉନ କଳାକାରଙ୍କ ନୂତନ ଫ୍ୟାଶନକୁ ଫଲୋ କରନ୍ତି ଆଜିର ଯୁବପିଢି। ବି-ଟାଉନରେ ଅନେକ ସମୟରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ ସେଟ୍ ହୋଇଥାଏ। ଅଭିନେତ୍ରୀଙ୍କ ଷ୍ଟାଇଲକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଅଭିନେତାମାନେ ଫ୍ୟାଶନରେ ନିଜର ଦବଦବା ଦେଖାନ୍ତି। ଏହି ତାରକାମାନେ ନିଜକୁ ନୂତନ…

ଭାଇଜାନଙ୍କ ହାତରେ କାମୁଡ଼ିଲା ସାପ

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ କାମୁଡ଼ିଲା ସାପ । ବିଳମ୍ବିତ ରାତିରେ ହସ୍ପିଟାଲରେ ହେଲେ ଭର୍ତ୍ତି । ବାର୍ଥଡେ ସେଲିବ୍ରେସନ ସମୟରେ ଘଟିଲା ଅଘଟଣ । ସୂଚନା ଅନୁସାରେ, ଭେଟେରାନ ଅଭିନେତା ସଲମାନ ଖାନ୍ ପାନବେଲ ସ୍ଥିତ ଫାର୍ମ ହାଉସରେ ଥିଲା ବେଳେ ଶନିବାର ତାଙ୍କ ହାତକୁ ଏକ ସାପ କାମୁଡ଼ି ଦେଇଥିଲା…

ଜିନ୍ସ ପ୍ୟାଣ୍ଟରେ କାହିଁକି ଛୋଟ ପକେଟ୍ ରହିଥାଏ, ଜାଣନ୍ତୁ…

ଭୁବନେଶ୍ୱର: ଫ୍ୟାଶନରୁ କେବେବି ବାଦ୍ ପଡ଼ିନଥାଏ ଜିନ୍ସ। ଏହା ଏକ ଏଭଳି ପୋଷାକ ଯାହା ସବୁ ଉତ୍ସବରେ ପିନ୍ଧାଯାଇଥାଏ। ଏପରିକି ଆପଣ ଯେକୌଣସି ପ୍ରକାରର ପୋଷାକ ସହିତ ଜିନ୍ସ ପ୍ୟାଣ୍ଟ ପିନ୍ଧିପାରିବେ। ଏକଦା କେବଳ କମ୍ପାନୀରେ କାର‌୍ୟ୍ୟ କରୁଥିବା ଶ୍ରମିକମାନେ ହିଁ ଜିନ୍ସ ପିନ୍ଧୁଥିଲେ।…

ବଢିଲାଣି ଖରା, ଆପଣଙ୍କ କଲେକ୍ସନରେ ନିହାତି ରଖନ୍ତୁ ଏହି ପାଞ୍ଚ ପ୍ରକାରର ସନଗ୍ଲାସ

ସନଗ୍ଲାସ ଯେ କେବଳ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ତା ନୁହେଁ, ଏହା ଏକ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିଥାଏ । ଦିନଥିଲା ଆମେ ସନଗ୍ଲାସ ର ବ୍ୟବହାର ଆଖିକୁ ଅତି ବାଇଗଣି ରଶ୍ମିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପିନ୍ଧୁଥିଲୁ, ହେଲେ ସେଦିନ ଏବେ ଗଲାଣି । ଯଦି ଆପଣ…

ଖରା ଦିନେ କେମିତି ଦେଖାଯିବେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ …

ଶୀତ ଆଉ ନାହିଁ, ଫେବ୍ରୁଆରୀ ମାସ ନ ସରୁଣୁ ଖରାର ପ୍ରକୋପ ବି ବଢିଲାଣି । ତେଣୁ ଏବେ ଖରାକୁ ଦେଖି ନିଜର ଡ୍ରେସ ଚୁଜ୍ କରିବାର ସମୟ ଆସିଗଲାଣି । ଋତୁ ଅନୁସାରେ ବଦଳାଇବାକୁ ପଡିଥାଏ ଫ୍ୟାଶନ । ତେବେ ଖରା ଦିନେ କଣ ପିନ୍ଧିଲେ ଆପଣ ଷ୍ଟାଇଲିସ ଏବଂ ଫ୍ୟାସନେବଲ୍ ଦେଖାଯିବେ । ଏହା ସହିତ କେଉଁ…