Latest Odisha News

BREAKING NEWS

Browsing Category

ବ୍ୟାଡ଼ମିଣ୍ଟନ୍‌

୪ ବର୍ଷ ପରେ ଟପ ଫାଇଭକୁ ଫେରିଲେ ସିନ୍ଧୁ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୪ ବର୍ଷ ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆଘାତପ୍ରାପ୍ତ ହେବା ସତ୍ୱେ ସେ ଗୋଟିଏ ସ୍ଥାନ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ସିଙ୍ଗଲ୍ସରେ ସେ…

ପୂର୍ବାଂଚଳ ଆନ୍ତଃରାଜ୍ୟ ବ୍ୟାଡମିଂଟନ: ଇତିହାସ ରଚିଲେ ଓଡିଆ ଖେଳାଳି

ଭୁବନେଶ୍ୱର: ଓଡିଶାର ବ୍ୟାଡମିଂଟନ ଖେଳାଳିମାନେ ପୂର୍ବାଂଚଳ ଆନ୍ତଃ ରାଜ୍ୟ ବ୍ୟାଡମିଂଟନରେ ଇତିହାସ ରଚିଛନ୍ତି । ଉତରପ୍ରଦେଶର ଗୋରଖପୁର ଲାଭନିସ ଏକାଡେମୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆୟୂଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡି ପୁରୁଷ ଡବଲ୍ସରେ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଐତିହାସିକ ବ୍ରୋଞ୍ଜ ପଦକ ଜିତିଲେ ସାଇରାଜ-ଚିରାଗ

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତର କୌଣସି ଖେଳାଳି ଏହି ସଫଳତା ହାସଲ କରି ନ ଥିଲେ । ସେମିଫାଇନାଲ ମୁକାବିଲାରେ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଟୋକିଓ: ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରେଡୀ ଓ ଚିରାଗ ଶେଟ୍ଟୀ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଯୋଡି ଭାବେ ସେମାନେ ଏହି ଟୁର୍ଣ୍ଣାମେଂଟରେ ପଦକ ନିଶ୍ଚିତ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତ ପକ୍ଷରୁ କେହି ପଦକ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ମାଆ-ପୁଅ ଯୋଡି

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ଇସ୍ରାଏଲର ମାଆ-ପୁଅ ଯୋଡି । ୬୪ ବର୍ଷୀୟା ଶ୍ୱେତଲେନା ଜିଲଭରମ୍ୟାନ ଓ ୩୩ ବର୍ଷୀୟ ମୀସା ମିକ୍ସଡ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥିସହ ଶ୍ୱେତଲେନା ବିଶ୍ୱ ଚାମ୍ପିୟନଶିପରେ ବୟୋଜ୍ୟେଷ୍ଠ ମହିଳା ଭାବେ…

ସିନ୍ଧୁ ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର: ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପୁନର୍ବାର କମାଲ କରିଛନ୍ତି । ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ…

ସିଙ୍ଗାପୁର ଓପନ ସୁପର ୫୦୦ ସିରିଜ ବ୍ୟାଡମିଂଟନ: ଫାଇନାଲରେ ସିନ୍ଧୁ

ସିଙ୍ଗାପୁର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟୁଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ସୀନା କାୱାକାମୀଙ୍କୁ ୨୧-୧୫ ଓ ୨୧-୭ରେ ପରାସ୍ତ କରିଥିଲେ । ପୂର୍ବରୁ କ୍ୱାର୍ଟର ଫାଇନାଲରେ…

ସିଙ୍ଗାପୁର ଓପନ ସେମିରେ ସିନ୍ଧୁ : ବିଦା ହେଲେ ସାଇନା, ପ୍ରଣୟ

ସିଙ୍ଗାପୁର: ଭାରତର ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ବ୍ୟାଡମିଂଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ମହିଳା ସିଙ୍ଗ୍‌ସ କ୍ୱାର୍ଟରରେ ଚୀନର ହାନ ହୁୟେଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ମ୍ୟାଚକୁ…

ମାଲେସିଆ ଓପନ ବ୍ୟାଡମିଂଟନ: କ୍ୱାର୍ଟର ଫାଇନାଲରେ ଶେଷ ହେଲା ସିନ୍ଧୁଙ୍କ ଅଭିଯାନ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ସିନ୍ଧୁ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇଜୁ ୟିଙ୍ଗଙ୍କ ନିକଟରୁ ୨୧-୧୩, ୧୫-୨୧ ଓ ୧୩-୨୧ରେ ପରାଜିତ ହୋଇଥିଲେ । ପ୍ରଥମ…

ମାଲେସିଆ ଓପନ ବ୍ୟାଡମିଂଟନ: ସିନ୍ଧୁ ଜିତଲେ, ସାଇନା ବିଦା

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମହିଳା ସିଙ୍ଗଲ୍ସରେ ଥାଇଲାଣ୍ଡର ପୋର୍ନେପାୱି ଚୋଚୁଓଙ୍ଗଙ୍କୁ ୨୧-୧୩, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ସିନ୍ଧୁ ତାଙ୍କ…