Latest Odisha News
Browsing Category

କ୍ରିକେଟ

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ସଚିନଙ୍କୁ ପଛରେ ପକାଇଲେ କୋହଲି, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ଥିରୁୱନ୍ତପୁରମ: ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୩୯୧ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ…

୪୦୦ ୱିକେଟ କ୍ଲବରେ ଓଡିଶା ପେସର ବସନ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଟିମର ସିନିୟର ପେସ ବୋଲର ବସନ୍ତ ମହାନ୍ତି ଆଜି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିମାଚଳପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ସେ ୩ଟି ୱିକେଟ କରିଥିଲେ । ଏଥିସହ ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦୦ ୱିକେଟ ହାସଲ କରିଛନ୍ତି । ୩୬ ବର୍ଷୀୟ ବସନ୍ତ ୨୦୦୭ରେ…

ରଣଜୀ ଟ୍ରଫି କ୍ରିକେଟ: ହିମାଚଳ ପ୍ରଦେଶଠାରୁ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ହିମାଚଳପ୍ରଦେଶର ନାଦୁଆନଠାରେ ଅନୁଷ୍ଠିତ ମ୍ୟାଚରେ ହିମାଚଳ ପ୍ରଦେଶ ୩ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଓଡିଶା ପ୍ରଦତ ୩୦୮ ରନର ବିଜୟ ଲକ୍ଷ୍ୟକୁ ହିମାଚଳ ୭ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଅବସର ସଙ୍କେତ ଦେଲେ ଡେଭିଡ ୱାର୍ଣ୍ଣର

ସିଡନୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆଜି ତାଙ୍କ ଅବସର ନେଇ ସୂଚନା ଦେଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ମୋ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେବ ବୋଲି ସେ…

ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଅସୁସ୍ଥ, ଚିକିତ୍ସା ପାଇଁ କୋଲକାତାରୁ ଗଲେ ବାଙ୍ଗାଲୋର

କୋଲକତା: ଭାରତୀୟ କ୍ରିକେଟ ଦଳର କୋଜ ରାହୁଲ ଦ୍ରାବିଡ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ବେଳେ ଦ୍ରାବିଡ ରକ୍ତଚାପ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନର ଡାକ୍ତର ତାଙ୍କର ଚେକଅପ କରିଥିଲେ ।ଆଜି…

ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ସିରିଜରେ ଭାରତ ୨-୦ରେ ଅଗ୍ରଣୀ

କୋଲକାତା: ଇଡେନଗାର୍ଡେନରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତ ବିଜୟରେ କେଏଲ ରାହୁଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୬୪ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାଶ…

ରଣଜୀ ଟ୍ରଫିରେ ତ୍ରିଶତକ ମାରିଲେ ପୃଥ୍ୱୀ ଶ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବୁଧବାର ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ ଆସାମ ବିପକ୍ଷରେ ସ୍ମରଣୀୟ ତ୍ରିଶତକ ହାସଲ କରିଛନ୍ତି । ସେ ୩୭୯ରନ କରି ଆଉଟ ହୋଇ ଯାଇଥିଲେ । ସେ ୩୮୩ ବଲର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ମାରିଥିଲେ । ୧୯୪୮ରେ ମହାରାଷ୍ଟ୍ର ପକ୍ଷରୁ ଖେଳି ଭାଉସାହେବ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର ନେତୃତ୍ୱ ନେବେ ମାଧୂରୀ

ଭୁବନେଶ୍ୱର: ଚଳିତ ମାସ ୧୮ରୁ ପୁଡୁଚେରୀରେ ହେବାକୁ ଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ପାଇଁ ବୁଧବାର ୧୬ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଦଳର ନେତୃତ୍ୱ ଦାୟିତ୍ୱ ମାଧୂରୀ ମେହେଟ୍ଟାଙ୍କୁ ପ୍ରଦାନ…