ମାରାଡୋନାଙ୍କ ସ୍ମୃତିରେ ୬ଫୁଟର କେକ୍ ତିଆରି କଲେ ପ୍ରଶଂସକ

ମାଡ୍ରାସ:ଆର୍ଜେଟିଂନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ମାତ୍ର ପ୍ରଶଂସକ ତାଙ୍କୁ ଭୁଲି ପାରି ନାହାନ୍ତି । ତାମିଲନାଡୁର ରାମନାଥପୁରରେ ଜଣେ ବେକରୀ ବ୍ୟବସାୟର ତାଙ୍କ ସ୍ମୃତିରେ ୬ଫୁଟ ଉଚ୍ଚତାର ଏକ କେକ୍ ପ୍ରସ୍ତୁତ କରିଛନ୍ତି...

ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ନୂଆଦିଲ୍ଲୀ:ମହାନ ବ୍ରାଜିଲିଆନ ଖେଳାଳି ପେଲେଙ୍କ ଗୋଟିଏ କ୍ଲବ ପକ୍ଷରୁ କରିଥିବା ସର୍ବାଧିକ ଗୋଲ ରେକର୍ଡକୁ ବୁଧବାର ବାର୍ସିଲୋନାର ଲିଓନେଲ ମେସି ଭାଙ୍ଗି ଦେଇଛନ୍ତି । ମେସି ବାର୍ସିଲୋନା ପକ୍ଷରୁ ୭୪୯ ମ୍ୟାଚରେ ୬୪୪ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପେଲ ବ୍ରାଜିଲର...

ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ...

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର...

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା...

ରୋନାଲ୍ଡୋ ହାସଲ କଲେ ଗୋଲ୍ଡେନ ଫୁଟ ପୁରସ୍କାର

ମୋନାକୋ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ସମ୍ମାନଜନକ ଗୋଲ୍ଡେନ ଫୁଟ ପୁରସ୍କାର-୨୦୨୦ର ଅଧିକାରୀ ହୋଇଛନ୍ତି । ୟୁଇଏଫଏରେ ଚମତ୍କାର ପ୍ରଦର୍ଶନ କରି ଜୁଭେଂଟସ ଦଳକୁ ରୋନାଲ୍ଡୋ ଶୀର୍ଷରେ ପହଂଚାଇଥିଲେ । ଓଭରାଲ ୧୮ତମ ଖେଳାଳି ଭାବେ ସେ ଏହି...

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ...

ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ରବର୍ଟ ଲେବନାଡାସ୍କି ହେଲେ ଫିଫା ପ୍ଲେୟାର ଅଫ ଦି ଇୟର

ଜ୍ୟୁରିକ୍‌: ଫିଫା ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବେୟର୍ଣ୍ଣ ମ୍ୟୁନିକର ରବର୍ଟ ଲେବନାଡାସ୍କି । ୩୨ ବର୍ଷୀୟ ଫୁଟବଲ ଖେଳାଳି ଲେବନାଡାସ୍କି ପ୍ରଥମ ଥର ପାଇଁ ଏହି...

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ...

ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ...

ସାହିତ୍ୟ