Latest Odisha News

BREAKING NEWS

Browsing Category

ଫୂଟବଲ

ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟରକୁ ଅଲବିଦା କହିଲେ ବେଲଜିୟମ ଷ୍ଟାର ଖେଳାଳି ହାଜାର୍ଡ

ଦୋହା: ଚଳିତ ଫିଫା ବିଶ୍ୱକପରେ ବେଲଜିୟମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏପରିକି ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବୁଧବାର ଦଳର ଷ୍ଟାର ଖେଳାଳି ଇଡେନ ହାଜାର୍ଡ ମାତ୍ର ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି । ସେ ୩ଟି ଯାକ ମ୍ୟାଚ ଖେଳିଥିଲେ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ…

ଫିଫା ବିଶ୍ୱକପ: ବ୍ରାଜିଲ, କ୍ରୋଏସିଆ କ୍ୱାର୍ଟରରେ

ଦୋହା: ୫ଥର ଚାମ୍ପିୟନ ବ୍ରାଜିଲ ଚମତ୍କାର ପ୍ରଦର୍ଶନ କରି ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ବ୍ରାଜିଲ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ସହଜରେ ପରାସ୍ତ କରିଥିଲା । ଭିନିସିୟସ ଜୁନିୟରମ(୭ମ), ନେମାର (୧୩ତମ), ରିଚାର୍ଲିସନ (୨୯ତମ) ଓ ଲୁକାସ ପାକ୍ୱେଟା ୩୬ତମ ମିନିଟରେ…

ଫିଫା ବିଶ୍ୱକପ: ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲ ମୁକାବିଲା

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା-ନେଦରଲାଣ୍ଡ ଓ ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ । ପ୍ରି-କ୍ୱାର୍ଟରରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ଓ ଇଂଲଣ୍ଡ ୩-୦ରେ ସେନେଗାଲକୁ ପରାସ୍ତ କରିଥିଲା । ଫ୍ରାନ୍ସ ପକ୍ଷରୁ ଓଲିଭର ଗିରୋଡ ୪୪ତମ ଏବଂ କାୟଲିନ…

ଫିଫା ବିଶ୍ୱକପ: କ୍ୱାର୍ଟରରେ ଆର୍ଜେଂଟିନା, ନେଦରଲାଣ୍ଡ

ଅଲ ରାୟନ: ଆର୍ଜେଂଟିନା ଓ ନେଦରଲାଣ୍ଡସ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆର୍ଜେଂଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୩୫ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ…

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ…

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ ।…

ଫିଫା ବିଶ୍ୱକପ: ପ୍ରି କ୍ୱାର୍ଟରରେ ଆର୍ଜେଂଟିନା, ପୋଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ଆର୍ଜେଂଟିନା ଓ ପୋଲାଣ୍ଡ ପ୍ରବେଶ କରିଛନ୍ତି । ଆର୍ଜେଂଟିନା ଗ୍ରୁପ ସିରେ ତାର ଶେଷ ମୁକାବିଲାରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଏଥିସହ ଆର୍ଜେଂଟିନା ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହି ଅଭିଯାନ ଶେଷ କରିଛି । ପରାଜୟ ସତ୍ୱେ…

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…