Latest Odisha News

BREAKING NEWS

Browsing Category

ଖେଳ

ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୨୦୦ ରନର ଟାର୍ଗେଟ

ୱାଙ୍ଖେଡ: ଚଳିତ ଆଇପିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ରୋହିତ ଶର୍ମା ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବିରାଟ କୋହଲି (୧)ଓ ଅଞ୍ଜୁ…

କୋହଲି-ଗମ୍ଭୀରଙ୍କ ବିବାଦକୁ ନେଇ ଭିଡିଓ ଗେମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ଏହି ବିବାଦକୁ ନେଇ ପ୍ରଶଂସକମାନେ ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲେ । ଏହା ଦେଖି ଜଣେ ପ୍ରଶଂସକ ନିଜ କ୍ରିଏଟିଭିଟି ବ୍ୟବହାର କରି ଏକ ଭିଡିଓ ଗେମ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଗେମ…

ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ ଆୟୋଜନ ନେଇ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ହାତରୁ ଆୟୋଜକ ଅଧିକାର ଛଡେଇ ନେଇଛି । ପୂର୍ବ ରିପୋର୍ଟ ଅନୁସାରେ ୟୁଏଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥାନ୍ତା ଏବଂ ଅନ୍ୟ ମ୍ୟାଚ ସବୁ ପାକିସ୍ତାନରେ ଆୟୋଜିତ ହୋଇଥାନ୍ତା ।…

ଶେଷ ବଲରେ ଚୌକା ମାରି କେକେଆରକୁ ଜିତାଇଲେ ରିଙ୍କୁ ସିଂ

କୋଲକାତା: ଇଡେନ୍ ଗାର୍ଡେନ୍ସରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ମ୍ୟାଚ ଜିତିଛି। ଶେଷ ବଲରେ ଚୌକା ମାରି ରିଙ୍କୁ ସିଂ କେକେଆରକୁ ବିଜୟ ଦେଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୭…

ଧାୱନଙ୍କ ୫୦ତମ ଅର୍ଦ୍ଧଶତକ, କୋଲକାତା ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

କୋଲକାତା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୦ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଧିନାୟକ ଶିଖର ଧାୱନଙ୍କ ଆକର୍ଷଣୀୟ ୫୭ ରନ ଯୋଗୁ ଦଳ କୋଲକାତା ସମ୍ମୁଖରେ ଏକ…

ପୁନର୍ବାର ବିବାଦରେ ମହାନ ଗଲ୍ଫର ଟାଇଗର ଉଡ୍ସ, ଯୌନ ଶୋଷଣ ଅଭିଯୋଗ ଆଣିଲେ ପୂର୍ବତନ ଗର୍ଲଫ୍ରେଣ୍ଡ

କାଲିଫର୍ଣ୍ଣଆ: ଗଲ୍ଫର ମହାନ ଖେଳାଳି ଆମେରିକାର ଟାଇଗର ଉଡ୍ସ ପୁନର୍ବାର ବିବାଦରେ ଫସିଛନ୍ତି । ଉଡ୍ସଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଏରିକା ରେହମାନ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଏରିକା କହିଛନ୍ତି ସେ ଯେତେବେଳେ ଉଡ୍ସଙ୍କ ହୋଟେଲରେ କାମ କରୁଥିଲେ ସେତେବେଳେ ଏହି ଗଲ୍ଫର ଜଣଙ୍କ…

ଆନ୍ତର୍ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ ଭାରତ ଦଳରେ ସ୍ଥାନ ପାଇଥିବା ଓଡିଶା ପାରା ଆଥଲେଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରଛି । ଓଡିଶାର ୪ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରି ଦେଶ ପାଇଁ ୮…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ରାହୁଲଙ୍କ ସ୍ଥାନରେ ସାମିଲ ହେଲେ ଈଶାନ କିଶାନ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଚୟନକର୍ତା କେଏଲ ରାହୁଲଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ଦଳରେ ସାମିଲ କରିଛନ୍ତି । ଚଳିତ ଆଇପିଏଲ ଅବସରରେ ରାହୁଲ ଆଘାତପ୍ରାପ୍ତ ହୋଇଥିଲେ । ପରେ ସେ ଆଇପିଏଲ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରି ଯାଇଥିଲେ ।…

ନୋ ବଲରେ ବାଜି ପଲଟାଇଲା ହାଇଦ୍ରାବାଦ, ଘରୋଇ ପିଚରେ ହାରିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଆଇପିଲ ମ୍ୟାଚର ଅନ୍ତିମ ଓଭରରେ ପ୍ରଥମ ୪ଟି ବଲରେ ୬,୬, ୬, ୪ ପରେ ଆଉଟ୍ । ଏହାପର ଶେଷ ଓଭରର ଶେଷ ବଲରେ ୬ ରନର ଆବଶ୍ୟକତା ରହିଛି। ଥରେ ମ୍ୟାଚର ସ୍ଥିତିକୁ ଆକଳନ କରନ୍ତୁ। ଟିଭି କିମ୍ବା ମୋବାଇଲରେ ବସି ଦେଖୁଥିବା ଦର୍ଶକ ହୁଅନ୍ତୁ ଅବା ହଜାର ହଜାର ଟଙ୍କାର ଟିକେଟ କାଟି ପଡିଆରେ ବସି…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଜୋସ ବଟଲର ୯୫ ଓ ସଞ୍ଜୁ ସାମସନ ୬୬…