Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ: ସର୍ବାଧିକ ଦଳଗତ ସ୍କୋରରେ ନିଜ ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ

ବେଙ୍ଗାଲୁର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲେୁର ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରେକର୍ଡ ସ୍କୋର କରିଛି । ବେଙ୍ଗାଲୁର ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୩ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି । ଏଥିସହ ହାଇଦ୍ରାବାଦ ନିଜ…

ଆଇପିଏଲ: ବିସିସିଆଇ ଜାରି କଲା ନିର୍ଦ୍ଦେଶନାମା, ଷ୍ଟାଡିୟମର ଫଟୋ ଓ ଭିଡିଓ ମନଇଚ୍ଛା ଶେୟାର କରିପାରିବେନି

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଳି, ଭାଷ୍ୟକାର ଓ ଅନ୍ୟମାନେ ମନଇଚ୍ଛା ଷ୍ଟାଡିୟମର ଫଟୋ ଓ ଭିଡିଓ ଶେୟାର ନ କରିବା ପାଇଁ ବିସିିସିଆଇ ନିର୍ଦ୍ଦେଶନାମା ଜାରର କରିଛି । ଏ ପର୍ଯ୍ୟନ୍ତ ଆଇପିଏଲରେ ୨୯ ମ୍ୟାଚ ଖେଳା ଯାଇ ସାରିଛି । ଏଥର ଖେଳାଳିଙ୍କଠାରୁ ଆରମ୍ଭ କରି ଭାଷ୍ୟକାରମାନେ…

ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ହେବ ବାଇଗଣୀ ରଙ୍ଗ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଏଥର ଟ୍ରାକ ରଙ୍ଗ ବଦଳିବ । ସାମାନ୍ୟ ଭାବେ ଟ୍ରାକର ରଙ୍ଗ ଲାଲ ରଙ୍ଗର ହୋଇଥାଏ । ପ୍ୟାରିସ ଗେମ୍ସରେ ଆୟୋଜକ କମିଟି ଏହାକୁ ପର୍ପଲ ରଙ୍ଗ କରିବେ ବୋଲି ନିଷ୍ପତି ନେଇଛନ୍ତି । ପୂର୍ବରୁ ଅଲିମ୍ପିକ ଆସୋସିଏଶନ ନୀଳ, ଗୋଲାପୀ ଓ ବାଇଗଣୀ ରଙ୍ଗ ମଧ୍ୟରୁ ଗୋଟିଏ…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଖେଳିବା ପରେ ଚେନ୍ନାଇ ସୁପର କିଙ୍ଗସର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ନିଜ ନାମରେ କରିଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଗୋଟିଏ ଟିମ ପକ୍ଷ ରୁ ୨୫୦ ମ୍ୟାଚ ଖେଳିବା ଗୌରବ…

ଲକ୍ଷ୍ନୌକୁ ୮ ୱିକେଟରେ ପରାଜିତ କଲା କୋଲକାତା

କୋଲକାତା: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୬୨ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । କେକେଆର ୧୫.୪ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ସହଜରେ…

ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବେ ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ପ୍ରଦର୍ଶନକୁ ଭିତି କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଫିଟ ନ ଥିବା ଏବଂ ଭଲ ପ୍ରଦର୍ଶନ କରି ନ ଥିବାରୁ ବିଶ୍ୱକପ ଦଳରେ…

ଧାୱନ ଆଘାତପ୍ରାପ୍ତ, ଆଗାମୀ ୨ଟି ମ୍ୟାଚରୁ ଓହରିଲେ

ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଅଧିନାୟକ ଶିଖର ଧାୱନ ଆଘାତ ସମସ୍ୟା ଯୋଗୁ ଆଗାମୀ ୨ଟି ମ୍ୟାଚରୁ ଓହରି ଯାଇଛନ୍ତି । ପଞ୍ଜାବର କୋଚ ସଞ୍ଜୟ ବାଙ୍ଗର ଏହା ପୃଷ୍ଟି କରିଛନ୍ତି । ଶିଖରଙ୍କ କାନ୍ଧରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ…

ଫିଟ ଅଛନ୍ତି ତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଟ୍ରାକକୁ ଫେରିଛି । ତେବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର ପ୍ରକାଶ ପାଇଛି । ତେବେ ଏ ନେଇ ମୁମ୍ବାଇ କିମ୍ବା ହାର୍ଦ୍ଦିକଙ୍କ ପକ୍ଷରୁ…

ଗୋଟିଏ ଓଭରରେ ୬ ଛକା ମାରିଲେ ନେପାଳୀ କ୍ରିକେଟର ଦୀପେନ୍ଦ୍ର

କାଠମାଣ୍ଡୁ: ନେପାଳର ଉଦୀୟମାନ କ୍ରିକେଟର ଦୀପେନ୍ଦର ସିଂ ଆୟରୀ ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଯୁବରାଜ ସିଂ ଓ କିରନ ପୋଲାର୍ଡଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଲ ଅମୀରତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏସିସି ପୁରୁଷ…

ଲକ୍ଷ୍ନୌକୁ ପରାସ୍ତ କରି ଦିଲ୍ଲୀର ଦମଦାର ବିଜୟ

ଲକ୍ଷ୍ନୌ : ୨୦୨୪  ଆଇପିଏଲ୍ ରେ ଗତ କାଲି  ଦିଲ୍ଲୀ, ଲକ୍ଷ୍ନୌ କୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଦିଲ୍ଲୀ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। ମ୍ୟାଚରେ ପ୍ରଥମେ ଲକ୍ଷ୍ନୌ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା । ୧୬୮ ରନ୍ ପଛରେ ପକାଇ ଦିଲ୍ଲୀ ୬ ୱିକେଟ୍ ନେଇ…