Home କଥାକୁହା ଫଟୋ

କଥାକୁହା ଫଟୋ

ରସ ଓ ରଙ୍ଗରେ ଜୀବନ-ତରଙ୍ଗ…

ଓଲିଉଡ଼ର ହାସ୍ୟାଭିନେତା ହୃଷି ଦାସଙ୍କ ସହିତ ଦିବଂଗତ କଳାକାର ସଲିଲ୍ ମିତ୍ର ।

ମୋଦିଯୋଗ

ବିଶ୍ୱ ଯୋଗ ଦିବସ ଅବସରରେ ପ୍ରଭାତତାରା ବିଦ୍ୟାଳୟ ପରିସର (ରାଂଚି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାଭ୍ୟାସ

ପୋଡ଼ା ମାଠିଆ

ପୋଡ଼ା ମାଠିଆ: ପୋଡ଼ା ଭାଗ୍ୟ ନେଇ ଆ' ଉଠିଆ...

କଥାକୁହା ଫଟୋ: ଚେନାଏ ଖୁସି

ଖୁସି ସବୁବେଳେ ଲୋଡେ଼ନା ବଡ଼ ଉପହାର

କଥାକୁହା ଫଟୋ: ଯୋଡ଼ିପାରିଲେ ଜୀବନ

ମଙ୍ଗଳାଯୋଡ଼ିରେ ଜୀବିକା ସହ ଜୀବନକୁ ଯୋଡ଼ିବାକୁ ତୟାର

କଥାକୁହା ଫଟୋ: ଛାତ ନଥାଉ, ଛତା ଅଛି

ମୋ ଗାଡ଼ି ଉପରେ ଛାତ ନଥାଉ, ହେଲେ ଛତା ଅଛି (ବର୍ଷାସ୍ନାତ ଭୁବନେଶ୍ୱର)

କଥାକୁହା ଫଟୋ: ଥକାମନ ଚାଲ ଯିବା, ଚକାନୟନ ଦେଖିବାରେ…

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ତିନିରଥ ଆଜି ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡର ଶ୍ରୀମନ୍ଦିର ଆଡ଼କୁ ଗତି କରୁଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ଜନ୍ମବେଦୀରୁ ବାହାରି ରତ୍ନବେଦୀକୁ ଯାତ୍ରାରମ୍ଭ କରିଛନ୍ତି ।

କଥାକୁହା ଫଟୋ: କାହିଁକି ଆସିଛୁ ମନ କିସ ନେବା ପାଇଁରେ…

ପୁରୀ: ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରୁ ବାହୁଡ଼ି ଲକ୍ଷ୍ମୀ ସା’ନ୍ତାଣୀଙ୍କ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଗତକାଲି ସନ୍ଧ୍ୟାରେ ରଥାରୁଢ ତିନିଠାକୁରଙ୍କ ଅଧରପଣା ନୀତି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେଲା ।

କଥାକୁହା ଫଟୋ: ଶ୍ରୀକ୍ଷେତ୍ରରେ ‘ନୀଳାଦ୍ରି ବିଜେ’, ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’…

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ‘ନୀଳାଦ୍ରି ବିଜେ’, ଏହି ଅବସରରେ ସମଗ୍ର ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’ ।

ସାହିତ୍ୟ