Latest Odisha News

BREAKING NEWS

Browsing Category

କଥାକୁହା ଫଟୋ

କଥାକୁହା ଫଟୋ: ଓଡ଼ିଶୀ ନୃତ୍ୟ ଓ ନାଟକ ‘ଦ୍ରୌପଦୀ’ରେ ନୃତ୍ୟାଙ୍ଗନାଙ୍କ ଅପୂର୍ବ ଭଙ୍ଗୀ…

ଭୁବନେଶ୍ୱର: ଦ୍ରୌପଦୀ ନାମ୍ନୀ ଜଣେ ଋଷିକନ୍ୟା ଶିବଙ୍କୁ ଭଲ ସ୍ୱାମୀଟେ ଲାଗି ବର ମାଗିଲେ । ଯୋଗରେ ନିମଗ୍ନ ମହାଦେବଙ୍କୁ ୫ଥର ପ୍ରାଥନା କରିଥିବାରୁ ପାଞ୍ଚଜଣ ସ୍ୱାମୀ ପାଇଥିଲେ ଦ୍ରୌପଦୀ । ଏହି ମହାଭାରତୀୟ କଥାବସ୍ତୁକୁ ନେଇ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଦେବସ୍ମିତା ସେନଗୁପ୍ତାଙ୍କ ଗ୍ରୁପ…

କଥାକୁହା ଫଟୋ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା, ଭାରତୀୟ ଖେଳାଳିଙ୍କ କମାଲ୍

କଟକ: କଟକସ୍ଥିତ ଜୱାହାରଲାଲ୍ ନେହେରୁ ଇଣ୍ଡୋର୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା । ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତୀୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ,…

କଥାକୁହା ଫଟୋ: ସୁଦୂର ଆମେରିକାରେ ମହାପ୍ରଭୁଙ୍କ ରଥଯାତ୍ରା…

ଭୁବନେଶ୍ୱର: ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା । ଆମେରିକାର ଅଧିକାଂଶ ସହରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ତିନିଠାକୁରଙ୍କ ପହଣ୍ଡି ସହିତ ରଥଯାତ୍ରା ଓ…

କଥାକୁହା ଫଟୋ: ଲଗାଣ ବର୍ଷାର ପ୍ରତୀକ୍ଷା ଅ’ନ୍ତ ହେବା ପରେ ଆରମ୍ଭ ହେଲା ଚାଷ…

ଭୁୁବନେଶ୍ୱର: ମୌସୁମୀ ଏଥର ବହୁ ବିଳମ୍ବରେ ଓଡ଼ିଶା ଛୁଇଁବାପରେ ଲଗାଣ ବୃଷ୍ଟିପାତକୁ ଓଡ଼ିଶାର ଚାଷୀ ଚାହିଁ ରହିଥିଲେ । ଅନୁକୂଳ ପାଣିପାଗରେ ଆରମ୍ଭ ହୋଇଛି ଚାଷକାର୍ଯ୍ୟ ।

କଥାକୁହା ଫଟୋ: ଶ୍ରୀକ୍ଷେତ୍ରରେ ‘ନୀଳାଦ୍ରି ବିଜେ’, ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’…

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ‘ନୀଳାଦ୍ରି ବିଜେ’, ଏହି ଅବସରରେ ସମଗ୍ର ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’ ।

କଥାକୁହା ଫଟୋ: କାହିଁକି ଆସିଛୁ ମନ କିସ ନେବା ପାଇଁରେ…

ପୁରୀ: ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରୁ ବାହୁଡ଼ି ଲକ୍ଷ୍ମୀ ସା’ନ୍ତାଣୀଙ୍କ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଗତକାଲି ସନ୍ଧ୍ୟାରେ ରଥାରୁଢ ତିନିଠାକୁରଙ୍କ ଅଧରପଣା ନୀତି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେଲା ।

କଥାକୁହା ଫଟୋ: ଥକାମନ ଚାଲ ଯିବା, ଚକାନୟନ ଦେଖିବାରେ…

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ତିନିରଥ ଆଜି ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡର ଶ୍ରୀମନ୍ଦିର ଆଡ଼କୁ ଗତି କରୁଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ଜନ୍ମବେଦୀରୁ ବାହାରି ରତ୍ନବେଦୀକୁ ଯାତ୍ରାରମ୍ଭ…