ଆମିରଙ୍କ ଝିଅ ଇରା ଖାନ ଦେଲେ ଫିଟନେସ ମନ୍ତ୍ର, ଦେଖନ୍ତୁ ଫଟୋ

ମୁମ୍ବାଇ: ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଫିଟନେସ କଥା ଆସେ, ଆମିରଙ୍କ ଝିଅ ଇରା ଖାନ ସବୁବେଳେ ଆଗରେ ରୁହନ୍ତି । ଫିଟନେସ୍ ଉତ୍ସାହୀ ଇରା ଯୁବ ଗୋଷ୍ଠୀଙ୍କୁ ସବୁବେଳେ ଏ ନେଇ ସଚେତନ କରାଇବା ଦେଖିବାକୁ ମିଳେ । କିନ୍ତୁ ଇନଷ୍ଟାଗ୍ରାମରେ ପୋଷ୍ଟ...

ସାହିତ୍ୟ