କଥାକୁହା ଫଟୋ: ଲଗାଣ ବର୍ଷାର ପ୍ରତୀକ୍ଷା ଅ’ନ୍ତ ହେବା ପରେ ଆରମ୍ଭ ହେଲା ଚାଷ…

ଭୁୁବନେଶ୍ୱର: ମୌସୁମୀ ଏଥର ବହୁ ବିଳମ୍ବରେ ଓଡ଼ିଶା ଛୁଇଁବାପରେ ଲଗାଣ ବୃଷ୍ଟିପାତକୁ ଓଡ଼ିଶାର ଚାଷୀ ଚାହିଁ ରହିଥିଲେ । ଅନୁକୂଳ ପାଣିପାଗରେ ଆରମ୍ଭ ହୋଇଛି ଚାଷକାର୍ଯ୍ୟ ।

କଥାକୁହା ଫଟୋ: ସୁଦୂର ଆମେରିକାରେ ମହାପ୍ରଭୁଙ୍କ ରଥଯାତ୍ରା…

ଭୁବନେଶ୍ୱର: ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା । ଆମେରିକାର ଅଧିକାଂଶ ସହରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ତିନିଠାକୁରଙ୍କ ପହଣ୍ଡି ସହିତ ରଥଯାତ୍ରା...

କଥାକୁହା ଫଟୋ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା, ଭାରତୀୟ ଖେଳାଳିଙ୍କ କମାଲ୍

କଟକ: କଟକସ୍ଥିତ ଜୱାହାରଲାଲ୍ ନେହେରୁ ଇଣ୍ଡୋର୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା । ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତୀୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ,...

କଥାକୁହା ଫଟୋ: ଓଡ଼ିଶୀ ନୃତ୍ୟ ଓ ନାଟକ ‘ଦ୍ରୌପଦୀ’ରେ ନୃତ୍ୟାଙ୍ଗନାଙ୍କ ଅପୂର୍ବ ଭଙ୍ଗୀ…

ଭୁବନେଶ୍ୱର: ଦ୍ରୌପଦୀ ନାମ୍ନୀ ଜଣେ ଋଷିକନ୍ୟା ଶିବଙ୍କୁ ଭଲ ସ୍ୱାମୀଟେ ଲାଗି ବର ମାଗିଲେ । ଯୋଗରେ ନିମଗ୍ନ ମହାଦେବଙ୍କୁ ୫ଥର ପ୍ରାଥନା କରିଥିବାରୁ ପାଞ୍ଚଜଣ ସ୍ୱାମୀ ପାଇଥିଲେ ଦ୍ରୌପଦୀ । ଏହି ମହାଭାରତୀୟ କଥାବସ୍ତୁକୁ ନେଇ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଦେବସ୍ମିତା...

କଥାକୁହା ଫଟୋ: ଶ୍ରାବଣ ସୋମବାର ଲାଗି ଶିବାଳୟ ଅଭିମୁଖେ କାଉଡ଼ିଆ…

ଭଦ୍ରକ: ଶ୍ରାବଣମାସର ପ୍ରଥମ ସୋମବାର ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବେ ଶ୍ରଦ୍ଧାଳୁ । ଓଡ଼ିଶାର ବିଭିନ୍ନ ଶିବାଳୟ ଅଭିମୁଖେ ରବିବାର ଦିନ ଯାତ୍ରାରମ୍ଭ କରିଛନ୍ତି ହଜାର ହଜାର ଶିବଭକ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପବିତ୍ର ଆରଡ଼ି ପୀଠର ବାବା...

କଥାକୁହା ଫଟୋ: ସାଳନ୍ଦୀ ନଦୀରୁ ଜଳ ସଂଗ୍ରହ ପରେ ଆରଡ଼ି ପୀଠକୁ କାଉଡ଼ିଆଙ୍କ ଯାତ୍ରା…

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପୁରାତନ ଶୈବପୀଠ ଗୁଡ଼ିକରେ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବା ନିମନ୍ତେ କାଉଡ଼ିଆଙ୍କ ଭିଡ଼ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ରାଜ୍ୟର ବିଭିନ୍ନ...

କଥାକୁହା ଫଟୋ: ସଫଳତାର ନୂଆ ଅଧ୍ୟାୟ, ଓଡ଼ିଶା ମାଟିରେ ଭାରତୀୟ ଟିଟିଦଳର ଶ୍ରେଷ୍ଠ ପ୍ରଦର୍ଶନ

କଟକ: ଭାରତୀୟ କ୍ରୀଡ଼ା ସଫଳତାର ଶୀର୍ଷରେ ପହଞ୍ଚୁଥିବା ବେଳେ ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ୧୫ଟି ପଦକ ହାସଲ କରିପାରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ...

କଥାକୁହା ଫଟୋ: ପାଟକୁରା ନିର୍ବାଚନ ବିଜୟ ହାସଲ ପରେ ବିଜେଡ଼ି ସଭାପତିଙ୍କୁ କର୍ମୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପାଟକୁରାରେ ବିଜେଡ଼ିର ବିପୁଳ ବିଜୟ ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର କର୍ମୀ ଓ ନେତାମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟର ଶ୍ରେୟ ଦଳୀୟ ନେତା ଓ କର୍ମୀଙ୍କ କଠିନ ପରିଶ୍ରମକୁ ଦେବା ସହ ବିଜୁ ଜନତା...

କଥାକୁହା ଫଟୋ: ମେଘୁଆ ଆକାଶ ଦେଖି ବିଭୋର କୃଷକ, ଚାଷଲାଗି ଏବେଠୁଁ ସଜବାଜ…

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ୪ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ କୃଷିକାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ଆଜିର ଅସରାଏ ବର୍ଷା ଚାଷୀ ମନରେ ଆଣି ଦେଇଛି ଖୁସି ।

କଥାକୁହା ଫଟୋ: ଲଗାଣ ବର୍ଷା ପରେ ଧାନବିଲରେ ବ୍ୟସ୍ତ ଚାଷୀ…

ଭୁବନେଶ୍ୱର: ମୌସୁମୀ ସକ୍ରିୟ ହେବା ପରେ ଏବେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଲଗାଣ ବୃଷ୍ଟିପାତ ଜାରି ରହିଛି । ଅସରାଏ ବର୍ଷା ପରେ ପରିସମାପ୍ତି ଘଟିଛି କୃଷକଙ୍କ ପ୍ରତୀକ୍ଷା । ଧାନବିଲରେ ହଳ-ଲଙ୍ଗଳ ଧରି ଚାଷକାର୍ଯ୍ୟରେ ବ୍ୟସ୍ତ ରହିବାରେ ଲାଗିଛନ୍ତି ଚାଷୀ...

ସାହିତ୍ୟ