କଥାକୁହା ଫଟୋ: ଅସରାଏ ବର୍ଷା ପରେ ବିଲରେ ଆରମ୍ଭ ହେଲା ଧାନରୁଆ କାମ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଥିବା ବେଳେ ଏବେ ଧାନବିଲରେ ଚାଲିଛି ଧାନରୁଆ କାମ । ଏଥର ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁଥିବା ବେଳେ ଗତ ତିନିଦିନ ଧରି ଲଗାଣ ବର୍ଷା ଓଡ଼ିଆ ଚାଷୀଙ୍କ ମନରେ ଆଣିଦେଇଛି ଉତ୍ସାହ...

କଥାକୁହା ଫଟୋ: ପୁରୀ ବେଳାଭୂମିରେ ୧ ହଜାର ସ୍ୱେଚ୍ଛାସେବୀଙ୍କ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପୁରୀ: ପବିତ୍ର ପୁରୀ ସହରରେ ଓଡ଼ିଶାର ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ରର ‘ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ଶଙ୍କର ସଂସ୍ଥା’ ପକ୍ଷରୁ ପ୍ରାୟ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପୁରୀ ବେଳାଭୂମିରେ ସଫା-ସୁତରା କାର୍ଯ୍ୟକରି ସ୍ୱଚ୍ଛତା ବଜାୟ ରଖିଥିଲେ ।...

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ‘ଆମ ରସଗୋଲା’…

ଭୁବନେଶ୍ୱର: ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ରାଜଧାନୀସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ’ କାର୍ଯ୍ୟାଳୟ ପରିସରରେ ଶିଳ୍ପୀ ସୁବଳ ମହାରଣାଙ୍କ ଓଡ଼ିଶା ରସଗୋଲାକୁ ନେଇ ପ୍ରକାଣ୍ଡ ବାଲୁକାକଳା ‘ଆମ...

କଥାକୁହା ଫଟୋ: ବ୍ୟସ୍ତବହୁଳ ରାଜ୍ୟ ସଚିବାଳୟ ସାମ୍ନା ବର୍ଷାର ଦୃଶ୍ୟ…

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି କୃଷକ । ଆଗାମୀ ଦିନରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଥିବାର...

କଥାକୁହା ଫଟୋ: ବର୍ଷାଋତୁର ମେଘୁଆ ଆକାଶରେ ଘନ କଳା ବାଦଲର ଢେଉ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ଜନିତ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଲଘୁଚାପ ଜନିତ ବୃଷ୍ଟିପାତକୁ ଅପେକ୍ଷା କରିଛନ୍ତି ଓଡ଼ିଶାର କୃଷକ । ଆସନ୍ତା କିଛିଦିନ ଧରି ଲଗାଣ ବର୍ଷାର ସମ୍ଭାବନା ରହିଥିବା ବେଳେ ଏବେ...

କଥାକୁହା ଫଟୋ: ସହର ଉପକଣ୍ଠରେ ଝିପିଝିପି ବର୍ଷା, କ୍ଷେତରେ ବ୍ୟସ୍ତ ଚାଷୀ

ଭୁବନେଶ୍ୱର: ରାଜ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନେକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଓଡ଼ିଆ ଚାଷୀ ଏବେ କ୍ଷେତରେ ଚାଷବାସ କାର୍ଯ୍ୟରେ ବେଶ୍ ବ୍ୟସ୍ତ ।

କଥାକୁହା ଫଟୋ: କ୍ୟାମେରା ଲେନ୍ସରେ କଏଦ୍ ହେଲା ବିଜୁଳିର ଚମକ…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପର ସମ୍ଭାବନା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ତୁହାକୁ ତୁହା ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ହୋଇଛି ।

ବାଲୁକାକଳାରେ ସୁଷମା ସ୍ୱରାଜଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ/ଭୁବନେଶ୍ୱର: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜନପ୍ରିୟ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ଦିନ ଦେହାନ୍ତ ହେବାପରେ ବୁଧବାର ଦିନ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସୁଷମାଙ୍କ ପରଲୋକ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେବା ସହିତ ଦେଶବାସୀ...

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତୀରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ…

ଭୁବନେଶ୍ୱର: ସଂସଦରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହିତ ହୋଇଯିବା ପରେ ଏବେ ଏହି ରାଜ୍ୟ ଜମ୍ମୁ-କାଶ୍ମୀର ଓ ଲଦାଖ ପରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହେବ । ସମଗ୍ର ଭାରତବର୍ଷ ଏହାକୁ ନେଇ ଖୁସି ମନାଉଥିବା ବେଳେ...

କଥାକୁହା ଫଟୋ: ଡ଼ିଜିପି ଭାବେ ଦାୟିତ୍ୱ ଗ୍ରହଣ ପରେ ଆର୍ ପି ଶର୍ମାଙ୍କ ସହ ବିକେ ଶର୍ମା

କଟକ: ଆଇପିଏସ ଅଧିକାରୀ ବିକେ ଶର୍ମା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ବିଦାୟୀ ଡ଼ିଜିପି ଆର୍ ପି ଶର୍ମାଙ୍କଠାରୁ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ଶର୍ମା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି...

ସାହିତ୍ୟ