Latest Odisha News

BREAKING NEWS

Browsing Category

ରାଜନୀତି

ନର୍ଲାରେ ନୂଆ ପୁରୁଣା ଲଢେଇ

ଭୁବନେଶ୍ବର: କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନର୍ଲା ବିଧାନସଭା ଦେଖିବ ବଡ ଲଢେଇ । ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକ ସହ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ରହିଥିବା ନର୍ଲାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଗତଥରର ବିଜେତା ବିଜେଡିର ଭେଟେରାନ୍ ନେତା ଭୂପିନ୍ଦର…

ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ

ଭୁବନେଶ୍ବର: ଫୋକସରେ ରହିଛି କେନ୍ଦ୍ରାପଡାର ପାଟକୁରା ବିଧାନସଭା ଲଢେଇ । ଚବିଶ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ଟୁଇଷ୍ଟ। ବିଜେଡି ବିପକ୍ଷରେ ଥିବା ବିଜୟ ଏଥର ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ବିଜୟ ଓ ବିଜେଡି ମଧ୍ୟରେ ସେତୁ ସାଜିଛନ୍ତି ପୁଅ ଅରବିନ୍ଦ ମହାପାତ୍ର । ବରିଷ୍ଠ…

ବବିଙ୍କ ବିନା ଯାଜପୁର ଲଢେଇ

ଭୁବନେଶ୍ବର : ବିଜେଡିର ଗଡ ଯାଜପୁରରେ ଏଥର ବବିଙ୍କ ବିନା ଚବିଶ ଲଢେଇ ଲଢିବ ଦଳ । ନିଜ କିଲ୍ଲା ଛାଡି ସମ୍ବଲପୁର ଲୋକସଭା ଲଢୁଛନ୍ତି ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସ । ଆଉ ବବିଙ୍କ ଅନୁପସ୍ଥିତିରେ ମିଶନ ଶକ୍ତି ମାଆଙ୍କୁ ସେନାପତି କରିଛି ବିଜେଡି। ବିଜେପିରୁ ଗୌତମ ରାୟ ରିପିଟ୍…

ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଆଜି ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେପି ବିଧିବଦ୍ଧ ଭାବେ ସାମିଲ ହେଲେ ପ୍ରବୋଧ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…

କନ୍ନୌଜରୁ ନିର୍ବାଚନ ଲଢିବେ ଅଖିଳେଶ, ପରିବାର ସହ ଆସି ନାମାଙ୍କନ ଭରିଲେ

ଲକ୍ଷ୍ନୌ: କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖଳେଶ ଯାଦବ । ଏନେଇ ସେ ଆଜି ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ୍ ପ୍ରତାପ ଯାଦବଙ୍କୁ ଏହି…

ପଟାଙ୍ଗୀରୁ ଜୋରଦାର ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ବିରୋଧୀଙ୍କ ଉପରେ ବର୍ଷିଲେ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି । ପଟାଙ୍ଗୀର ବିକାଶ ପାଇଁ…

ବିପୁଳ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଧିରାଜ୍

ନୂଆପଡା: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରୟାତଃ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହା ଭିତରେ ଅଭୂତପୂର୍ବ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ…

ପ୍ରଚାର ବେଳେ ମୋଦୀ, ରାହୁଲଙ୍କ ବୟାନକୁ ନେଇ ଆପତ୍ତି, ନିର୍ବାଚନ କମିଶନ ମାଗିଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ପ୍ରଚାର ଭାଷଣ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖ ସକାଳ ସୁଦ୍ଧା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ…

ଝିଅର ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ଜାଗା ବିକିଲେ

କେନ୍ଦ୍ରାପଡା: ଝିଅର ପାଠ ପଢ଼ା ପାଇଁ କିମ୍ବା ବିବାହ ପାଇଁ ଅଭାବୀ ବାପା ଅନେକ ଖର୍ଚ୍ଚ ତୁଲାଇଥାଏ। କିନ୍ତୁ ବୋଧହୁଏ ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବାପା ଝିଅର ନିର୍ବାଚନୀ ଖର୍ଚ୍ଚ ଭରଣ କରିବାକୁ ଯାଇ ନିଜ ସମ୍ପତ୍ତିର କିଛି ଅଂଶକୁ ବିକ୍ରି…

ବାପା ନୁହେଁ ଉତ୍ତରାଧିକାରୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେବେ ସୋଫିଆ; ଜାଣନ୍ତୁ କିଏ ଏହି ସମ୍ଭାବ୍ୟ ବିଧାୟକ…

ଭୁବନେଶ୍ୱର: ବାପା ଥାଉ ଥାଉ ଉତ୍ତରାଧିକାରୀ ନିର୍ବାଚନ ମୈଦାନକୁ ଆସିବା ସିରିଜରେ ଓଡ଼ିଶାରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ। ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ବାପାଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନଜିର ରହିଛି। ଏହି ଧାରାରେ ଏବେ କଟକ ବାରବାଟୀ…