Home ଜନାଦେଶ ୨୦୧୯ ବିଧାନସଭା (ଓଡ଼ିଶା)

ବିଧାନସଭା (ଓଡ଼ିଶା)

ନବୀନଙ୍କ ଇସ୍ତଫା ଗ୍ରହଣ କଲେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବା ଲାଗି ଶୁକ୍ରବାର ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟପାଳ ନବୀନ...

ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ସାଲୁଗା ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସାଲୁଗା ପ୍ରଧାନ ସମୁଦାୟ ୫୩୨୩୮ ଭୋଟ୍‍ ପାଇଥିବାବେଳେ ଶ୍ୟାମଘନ ପ୍ରଧାନଙ୍କୁ ମିଳିଛି ୪୧୯୭୭ଟି...

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ହେବେ ମନ୍ତ୍ରୀ, ଦେଖନ୍ତୁ ସମ୍ଭାବ୍ୟ ତାଲିକା…

ଭୁବନେଶ୍ୱର: ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି । ନବୀନ ଉଭୟ ହିଞ୍ଜିଳୀ ଏବଂ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି । ସମୁଦାୟ ୧୪୬ଟି ଆସନ ମଧ୍ୟରୁ ବିଜେଡ଼ି ୧୧୨ଟି...

ବିଧାନସଭା ବଜେଟ୍ ଅଧିବେଶନ: ଗୃହ ଆରମ୍ଭରୁ ହଟ୍ଟଗୋଳ, ୩ଟା ଯାଏଁ ମୁଲତବୀ

ଭୂୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟ...

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ...

ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ...

ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

ସାହିତ୍ୟ