ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା
ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା
ଜ୍ୟୋତି ନନ୍ଦ
ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା...
ସତରେ କ’ଣ ମୁଁ ଗପ ଲେଖିଛି?
ସତରେ କ’ଣ ମୁଁ ଗପ ଲେଖିଛି?
ନେତାଜୀ ଅଭିନନ୍ଦନ
ପିଲାଦିନେ ଗପ ନଶୁଣିଲେ ଆଖିକୁ ନିଦ ଆସୁନଥିଲା । ପ୍ରତି ରାତିରେ ମତେ ନୂଆ ଗପ ଶୁଣାଇବାର ଦାୟିତ୍ୱ ତୁଲାଉଥିଲେ ବାବା ଓ ବିବୁ (ଦାଦା ବିବୁଧରଂଜନ) । ହରେକ ରକମର ଓ କିସମର ନୂଆ...
ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ
ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ
କେଦାର ମିଶ୍ର
ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ...
ମାଟିର ମହାକବି ସଚ୍ଚି ରାଉତରାୟ
ମାଟିର ମହାକବି ସଚ୍ଚି ରାଉତରାୟ
(୧୯୧୬-୨୦୦୪)
କ୍ଷେତ୍ର: ଭାଷା-ସାହିତ୍ୟ (କବିତା)
ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ କବିତା, ଗଳ୍ପ,...
ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ
ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ
କେଦାର ମିଶ୍ର
କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ...
ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା
ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା
କେଦାର ମିଶ୍ର
ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି...
କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର
କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର
କେଦାର ମିଶ୍ର
ଯାହା ସହଜରେ ବୁଝି ହୋଇଯାଏ ତାହା ସବୁବେଳେ କବିତା ହୁଏ ନାହିଁ । କବିତା ବେଳେବେଳେ ସନ୍ଧ୍ୟାର ରାଗ ପରି । ଅନେକାଂଶରେ ଝାପ୍ସା ଝାପ୍ସା । ଟିକିଏ ଛାଇ ଓ...
ସତରେ କଣ କବିତା କେବେହେଲେ ଲେଖା ସରିଛି?
ସତରେ କଣ କବିତା କେବେହେଲେ ଲେଖା ସରିଛି?
ପ୍ରହଲ୍ଲାଦ ଶତପଥୀ
“ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ...
ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ
ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ
କେଦାର ମିଶ୍ର
ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି...
କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ
କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ
କେଦାର ମିଶ୍ର
ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ।...