ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି  ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ ।...

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ କେଦାର ମିଶ୍ର ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ  ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନନା !  ଏଇ ଚିଠି ସେତେବେଳେ ଲେଖୁଛି ଯେତେବେଳେ ତୁମେ ଜଣେଇ ସାରିଛ ଜୀବନକୁ ଜୀଇଁଯିବା ଲାଗି ତୁମେ ସ୍ପୃହାମାନଙ୍କୁ ଭୁଲି ଯାଇଛ । ଶେଷଥର ତୁମକୁ କେବେ ଚିଠି ଲେଖିଥିଲି ମୋର ମନେ ନାହିଁ ନନା ଯଦିଓ ପ୍ରତ୍ୟହ ଗଦା ଗଦା...

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମଧ୍ୟସ୍ୱର୍ଗର ପ୍ରଶାନ୍ତି  ଚିଠିରେ ଅବିରାମତ୍ୱ ନରହିଲେ ପଢିବାରେ ଆଗ୍ରହ ତିଆରି ହୁଏନି କୁଆଡେ ! ସତରେ ଆବଶ୍ୟକ କଣ ତୁମ ସହ ଘଟଣାମାନଙ୍କୁ ସମୟାନୁପାତରେ ପାହାଚ ଭଳି ନିର୍ଦ୍ଦିଷ୍ଟ ତାଳରେ ଅତିକ୍ରମି ଯିବା ? ଆବଶ୍ୟକ କି ଅମୂର୍ତ୍ତ ଭାବର ଗହ ଗହ...

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ରୂପାନ୍ତରିତ ଦୃଷ୍ଟି ଭଲପାଇବାକୁ ଆୟୁଷ କରିପାରେ କି ସମୟ ? କେଜାଣି ! ଚିଠିକୁ ଚଢ଼େଇ କି ତାରାଙ୍କୁ ପ୍ରଜାପତି କରି ପହଞ୍ଚି ହେବକି ଅପହଞ୍ଚ ଆକାଶରେ ? କେଜାଣି ! ମୋ ଥିବାଠାରୁ ନଥିବା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଅଦୃଶ୍ୟ ରାସ୍ତାରେ...

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ  କେଦାର ମିଶ୍ର  ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ।...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ  ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି...

ସାହିତ୍ୟ