କବିତା: ଧନୁରେ ଧନ୍ୟ ଉତ୍କଳ ଧାମ

✍ ସନ୍ତୋଷ ପଟ୍ଟନାୟକ ଶୀତ ସକାଳର କାକର ଟୋପାରେ ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ ହୃଦ କନ୍ଦରରୁ କିରଣ ବୁଣି.... ଧର୍ମ ଦେବତାଙ୍କ ଧରମ କାମରେ ଝଲିସି ଉଠିଲେ ଧରଣୀ ରାଣୀ ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ ବଢଇ ପାଇଲେ ପୁରୁଷ ମଣି.... ଉତ୍କଳୀ ପରଖି ସ୍ବର୍ଣ୍ଣିମ ଶୋଭାକୁ ବିମୋହିତ ମନେ...

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ...

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ ।...

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ...

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର...

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା ଜ୍ୟୋତି ନନ୍ଦ ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା...

ସତରେ କ’ଣ ମୁଁ ଗପ ଲେଖିଛି?

ସତରେ କ’ଣ ମୁଁ ଗପ ଲେଖିଛି? ନେତାଜୀ ଅଭିନନ୍ଦନ ପିଲାଦିନେ ଗପ ନଶୁଣିଲେ ଆଖିକୁ ନିଦ ଆସୁନଥିଲା । ପ୍ରତି ରାତିରେ ମତେ ନୂଆ ଗପ ଶୁଣାଇବାର ଦାୟିତ୍ୱ ତୁଲାଉଥିଲେ ବାବା ଓ ବିବୁ (ଦାଦା ବିବୁଧରଂଜନ) । ହରେକ ରକମର ଓ କିସମର ନୂଆ...

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ କେଦାର ମିଶ୍ର ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ...

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ କବିତା, ଗଳ୍ପ,...

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ...

ସାହିତ୍ୟ