ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର ପ୍ରାଣପ୍ରତିଷ୍ଠାତା । ଖୋର୍ଦ୍ଧା ଜିଲ୍ଲାର...

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର।...

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ...

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ' ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି...

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର...

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା ।...

ସାହିତ୍ୟ